ତେଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଲୋକମାନଙ୍କୁ ଏକତ୍ରୀତ କର ଏବଂ ସହେି ଲୋକମାନଙ୍କୁ ଅହଲା ଓ ଅହଲୀବାକୁ ଦଣ୍ଡ ଦବୋକୁ ଓ ପରିହାସ କରିବାକୁ ଦିଅ।
Cross references
କାରଣ ଯିହୁଦାର ରାଜା ହିଜକିଯଙ୍କର ପୁତ୍ର ମନଃଶି ୟିରୁଶାଲମ ରେ ଦୁଷ୍କର୍ମ କଲା, ଆମ୍ଭେ ସମାନଙ୍କେୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହାଇଯେିବେ।'
ହେ ଆମ୍ଭର କ୍ଷେତ୍ରସ୍ଥ ପର୍ବତ ସକଳ, ତୁମ୍ଭର ସମୁଦାଯ ଅଞ୍ଚଳ ରେ କୃତ ପାପ ସକାେଶ ଆମ୍ଭେ ତୁମ୍ଭର ସମସ୍ତ ସମ୍ପତ୍ତି ଓ ସବୁ ଧନଭଣ୍ଡାର ଓ ଉଚ୍ଚସ୍ଥଳୀ ସକଳ ଲୁଣ୍ଠିତ ହବୋପାଇଁ ଦବୋ।
ମୁଁ ସମାନଙ୍କେ ଉପ ରେ ଏମିତି ବିପର୍ୟ୍ଯଯ ଆଣିବି ଯେ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେେ। ସମସ୍ତେ ସମାନଙ୍କେୁ ଦୁର୍ନାମ ଓ ଉପହାସ କରିବେ। ଆମ୍ଭେ ଯେଉଁ ସ୍ଥାନ ରେ ସମାନଙ୍କେୁ ବିକ୍ଷିପ୍ତ କରିବା, ସହେି ସ୍ଥାନର ଲୋକମାନେ ସମାନଙ୍କେୁ ଅଭିଶାପ ଦବେେ।
ପୁଣି ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଲୋକ ପଠାଇ ଉତ୍ତର ଦିଗସ୍ଥ ସମସ୍ତ ପରିବାରବର୍ଗକୁ ଆଣିବା।ପୁଣି ଆମ୍ଭର ଦାସ ବାବିଲର ରାଜା ନବୁଖଦ୍ନିତ୍ସରକୁ ଆଣିବା। ପୁଣି ସମାନଙ୍କେୁ ନଇେ ଯିହୁଦା ଓ ଯିହୁଦା ନିବାସୀଙ୍କ ବିରୁଦ୍ଧ ରେ ଓ ତାହାର ଚତୁର୍ଦ୍ଦିଗସ୍ଥ ସମସ୍ତ ଗୋଷ୍ଠୀ ବିରୁଦ୍ଧ ରେ ଛିଡ଼ା କରାଇବା। ଆଉ ସମାନଙ୍କେୁ ସୂର୍ଣ୍ଣ ଭାବରେ ବିନାଶ କରିବା। ସହେି ଦେଶକୁ ଚିରକାଳ ଏକ ଶୂନ୍ଯ ପ୍ରାନ୍ତର ରେ ପରିଣତ କରିବା। ତାହାକୁ ଦେଖି ଲୋକମାନେ ବିସ୍ମଯ ରେ ଓ ଶୀସ୍ ଶବ୍ଦ କରିବେ।
'ଏଣୁ ସଦାପ୍ରଭୁ ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ପ୍ରତିବେଶୀଙ୍କୁ ମୁକ୍ତ ଦବୋ ପାଇଁ' ଆମ୍ଭ ନିଯମର ପାଳନ କରି ନାହଁ। ଏଣୁ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ପଠାଇ ବିନାଶ କରିବା ଓ ପୃଥିବୀର ସମସ୍ତ ରାଜ୍ଯ ଆତଙ୍କିତ ହବେ, ଯାହା ଆମ୍ଭେ ତୁମ୍ଭମାନଙ୍କ ପାଇଁ କରିବା।
ଏବଂ ସମାନେେ ତୁମ୍ଭ ବିରୁଦ୍ଧ ରେ ଏକ ଜନ ସମାଜକୁ ଆଣି ତୁମ୍ଭକୁ ପ୍ରସ୍ତରାଘାତ କରିବେ ଓ ସମାନଙ୍କେ ଖଡ୍ଗ ରେ ତୁମ୍ଭକୁ ଖଣ୍ଡ ବିଖଣ୍ଡିତ କରିବେ।
ଏଣୁ ହେ ଅହଲୀବା, ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ମୁଁ ତୁମ୍ଭ୍ ପ୍ ରମେିକମାନଙ୍କୁ ତୁମ୍ଭ ବିରୁଦ୍ଧ ରେ ଉଠାଇବି। ସହେି ପ୍ ରମେିକମାନେ ୟିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘରେି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି।