ଆଉ ସେ ଗର୍ଦ୍ଦଭ ପରି ୟୌନାଙ୍ଗ ବିଶିଷ୍ଟ ଓ ଅଶ୍ବପରି ରତେ ବିଶିଷ୍ଟ ଉପପତିମାନଙ୍କଠା ରେ ଆସକ୍ତା ହେଲା।
Cross references
କ୍ଷରଣ ଚାଲିଥାଉ କିମ୍ବା ବନ୍ଦ ହାଇେଥାଉ, କ୍ଷରଣ ହେଉଥିବା ଲୋକ ଅଶୁଚି ଅଟେ।
ସମାନେେ ଏକ କାମୁକି ଘୋଡୀ ପରି ବୁଲନ୍ତି, ପ୍ରେତ୍ୟକକ ତା'ର ପଡ଼ୋଶୀର ସ୍ତ୍ରୀ ପ୍ରତି ଲୋଲୁପ ଦୃଷ୍ଟି ପକାନ୍ତି।
ମାେ ନିମନ୍ତେ ତୁମ୍ଭେ ଯେଉଁ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ କରିଥିଲ, ତୁମ୍ଭେ ସହେି ପୁତ୍ର କନ୍ଯାଗଣକୁ ବଧକରି ସମାନଙ୍କେୁ ଭଣ୍ଡ ଦବେତାର ଖାଦ୍ୟରୂପେ ଉତ୍ସର୍ଗ କଲ। ତୁମ୍ଭେ ୟଥେଷ୍ଟ ବେଶ୍ଯାବୃତ୍ତି କଲ ନାହିଁ କି ?
ତୁମ୍ଭେ ମିଶର ସହିତ ଅବାଧ ୟୌନକ୍ରିଯା ଉପ ଭୋଗ କରିଛ, ତୁମ୍ଭର ବୃହତ ୟୌନାଙ୍ଗ ରେ ପଡ଼ୋଶୀ ୟୌନକ୍ରିଯା କରିଛନ୍ତି। ମାେତେ ବିରକ୍ତ କରିବା ପାଇଁ ତୁମ୍ଭେ ତା' ସହିତ ବହୁବାର ୟୌନକ୍ରିଯା କରିଥିଲ।
କିନ୍ତୁ ସେ ବାବିଲର ରାଜା ବିରୁଦ୍ଧ ରେ ଗଲା। ସେ ତା'ର ବାର୍ତ୍ତାବହମାନଙ୍କୁ ଅଶ୍ବ ଓ ସୈନ୍ଯ ସାହାୟ୍ଯ ପାଇବା ନିମନ୍ତେ ମିଶରକୁ ପଠାଇଲା, ସେ କ'ଣ କୃତକାର୍ୟ୍ଯ ହବେ ? ୟିଏ ଏପରି କାର୍ୟ୍ଯସବୁ କରେ, ସେ କ'ଣ ରକ୍ଷା ପାଇବ ? ଆଉ ସେ ଚୁକ୍ତି ଲଙ୍ଘନ କରି କ'ଣ ଦଣ୍ଡ ପାଇବ ନାହିଁ ?