ତେଣୁ ବାବିଲୋନୀଯ ଲୋକମାନେ ତାହା ନିକଟକୁ ଆସି ପ୍ ରମେ କଲେ। ସମାନେେ ବ୍ଯଭିଚାର କ୍ରିଯାଦ୍ବାରା ତାକୁ ଅଶୁଚି କଲେ। ସମାନଙ୍କେ ଦ୍ବାରା ତୁଚ୍ଛ ହବୋ ପ ରେ, ସେ ସମାନଙ୍କେ ପ୍ରତି କ୍ରୋଧିତ ହେଲେ।
Cross references
ଶନିଯର ଦେଶ ରେ ବାବିଲ୍, ଏରକ୍, ଏକ୍କଦ୍ ଓ କଲନୀ ଏହିସବୁ ନଗର ତାହାର ପ୍ରଥମ ରାଜ୍ଯ ହେଲା।
ସହେି ସ୍ଥାନର ନାମ ବାବିଲ୍ ହେଲା। ଯେ ହତେୁ ସତାପ୍ରଭୁ ସେସ୍ଥାନ ରେ ସମସ୍ତ ପୃଥିବୀର ଭାଷା ରେ ଭଦେ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।
ତା'ପରେ ଅମ୍ମାନେ ତାକକ୍ସ୍ଟ ଅତି ଘୃଣା କଲା, ସେ ତାକକ୍ସ୍ଟ ଯେପରି ପ୍ ରମେ କରିଥିଲା, ତା' ଅପେକ୍ଷା ଅଧିକ ଘୃଣା କଲା। ଏଣୁ ଅମ୍ ନୋନ ତାହାକକ୍ସ୍ଟ କହିଲା, ଉଠ ଏଠାରକ୍ସ୍ଟ ଗ୍ଭଲିୟାଅ।
ତେଣୁ ମୁଁ ତୁମ୍ଭର ସମସ୍ତ ପ୍ ରମେିକମାନଙ୍କୁ ଏକତ୍ରୀତ କରିବି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କର ଓ ପ୍ ରମେ କର। ମୁଁ ସମାନଙ୍କେୁ ତୁମ୍ଭ ବିରୁଦ୍ଧ ରେ ଚାରିଆଡ଼ୁ ଏକତ୍ରୀତ କରିବି ଏବଂ ତୁମ୍ଭର ନଗ୍ନତା ସମାନଙ୍କେ ଆଗ ରେ ଅନାବୃତ କରିବି। ଏବଂ ସମାନଙ୍କେୁ ତୁମ୍ଭର ସମ୍ପୂର୍ଣ୍ଣ ନଗ୍ନତା ଦେଖିବାକୁ ଦବେି। ସମାନେେ ତୁମ୍ଭର ସମସ୍ତ ନଗ୍ନତା ଦେଖିବେ।
ଏଣୁ ହେ ଅହଲୀବା, ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି, 'ମୁଁ ତୁମ୍ଭ୍ ପ୍ ରମେିକମାନଙ୍କୁ ତୁମ୍ଭ ବିରୁଦ୍ଧ ରେ ଉଠାଇବି। ସହେି ପ୍ ରମେିକମାନେ ୟିଏ ତୁମ୍ଭକୁ ହତାଶ କଲେ, ତୁମ୍ଭକୁ ଘରେି ଯିବେ। ମୁଁ ଏହା ଘଟିବାକୁ କାରଣ କରିବି।
ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଯେଉଁମାନଙ୍କୁ ତୁମ୍ଭେ ଘୃଣା କରୁଅଛ ଓ ଯେଉଁମାନଙ୍କଠାରୁ ତୁମ୍ଭର ପ୍ରାଣ ବିମୁଖ ହାଇେଅଛି, ସମାନଙ୍କେ ହସ୍ତ ରେ ମୁଁ ତୁମ୍ଭକୁ ସମର୍ପଣ କରିବି।