ଯିହିଜିକଲ 23:13 · ଓଡ଼ିଆ ବାଇବେଲ
ଏବଂ ମୁଁ ଅନୁତାପ କଲି ଯେ, ସେ ଦୁ ହେଁ ଗୋଟିଏ ରାସ୍ତା ଅନୁସରଣ କରୁଥିଲେ, ସହେି କାର୍ୟ୍ଯଗୁଡ଼ିକ କରୁଥିଲେ, ଯାହା ସମାନଙ୍କେୁ ତୁଚ୍ଛ କଲା।
Cross references
ଦିତୀୟ ରାଜାବଳୀ 17:18
ଏଣୁ ସଦାପ୍ରଭୁ ଇଶ୍ରାୟେଲ ଉପରେ ଅତ୍ଯନ୍ତ କ୍ରୋଦ୍ଧ ହେଲେ ଓ ସମାନଙ୍କେୁ ନିଜ ଦୃଷ୍ଟି ଦୂ ରଇେ ଦେଲେ। କବଳେ ଯିହୁଦାର ଗୋଷ୍ଠୀ ଛଡା ଆଉ କହେି ଅବଶିଷ୍ଟ ରହିଲେ ନାହିଁ।
ଯିହିଜିକଲ 23:31
ତୁମ୍ଭେ ନିଜ ଭଗିନୀର ପଥ ଅନୁସରଣ କରିଅଛ। ଏଣୁ ମୁଁ ତା'ର ପାନପାତ୍ର ତୁମ୍ଭ ହସ୍ତ ରେ ଦବେି।
ହୋଶେୟ 12:1
ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।