Home Bibles ☰ Books ଯିହିଜିକଲ 22:5 · ଓଡ଼ିଆ ବାଇବେଲ
ଯିହିଜିକଲ 22:5 · ଓଡ଼ିଆ ବାଇବେଲ

ହେ କୁଖ୍ଯାତ ଓ କଳହ ପ୍ରିଯ ନଗର, ତୁମ୍ଭର ନିକଟସ୍ଥ ଓ ଦୂରସ୍ଥ ସମସ୍ତେ ତୁମ୍ଭକୁ ପରିହାସ କରିବେ।

Cross references

ଗୀତସଂହିତା 79:4

ଆମ୍ଭ ପଡ଼ୋଶୀ ଦବଗେଣ ଆମ୍ଭମାନଙ୍କୁ ଅପମାନିତ କଲେ। ଆମ୍ଭର ସବୁ ଚତୁପାଶର୍‌ବରେ ଥିବା ଲୋକମାନେ ଆମ୍ଭମାନଙ୍କୁ ପରିହାସ କଲେ।

ଯିଶାଇୟ 22:2

ହେ ଆନନ୍ଦ ଧ୍ବନିପୂର୍ଣ୍ଣ, କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ, ତୁମ୍ଭର ଲୋକେ ଖଡ୍ଗ ରେ ନିହତ ହାଇେ ନାହାଁନ୍ତି କିନ୍ତୁ ୟୁଦ୍ଧ ରେ ମରି ନାହାଁନ୍ତି।

ଯିରିମିୟ 15:2

ପୁଣି ଯବେେ ସମାନେେ ତୁମ୍ଭକୁ ପଚାରନ୍ତି, 'ଆମ୍ଭମାନେେ କେଉଁଠାକୁ ୟିବା ?' ତବେେ ତୁମ୍ଭେ ସମାନଙ୍କେୁ ଏହା କହିବ, ସଦାପ୍ରଭୁ ଏହି କଥା କହିଲେ,

Interlinear

Choose Theme