Home Bibles ☰ Books ଯିହିଜିକଲ 22:20 · ଓଡ଼ିଆ ବାଇବେଲ
ଯିହିଜିକଲ 22:20 · ଓଡ଼ିଆ ବାଇବେଲ

ଯେପରି ଲୋକମାନେ ଉହ୍ନଇେ ମଧିଅରେ ରୂପା, ପିତ୍ତଳ, ଲୁହା, ସୀସା ଓ ଦସ୍ତା ଏକତ୍ର କରି ତରଳାଇବା ପାଇଁ ତହିଁ ଉପ ରେ ଅଗ୍ନି ରଖି ଫୁଙ୍କନ୍ତି। ସହେିପରି ଆମ୍ଭେ ତୁମ୍ଭମାନଙ୍କୁ ଆପଣା କୋରଧ ଓ ଆପଣା କୋପ ରେ ଏକତ୍ର କରି ସେ ସ୍ଥାନ ରେ ରଖିବା ଓ ତୁମ୍ଭମାନଙ୍କୁ ଜାଣିବା।

Cross references

ଯିଶାଇୟ 54:16

ଦେଖ, ଯେଉଁ କମାର କୋଇଲା ରେ ଅଗ୍ନିଦଇେ ତାଉ କରେ ଓ ଆପଣା କାର୍ୟ୍ଯ ପାଇଁ ଅସ୍ତ୍ର ନିର୍ମାଣ କଲେ, ଆମ୍ଭେ ତାହାର ସ୍ରଷ୍ଟା। ବିନାଶପାଇଁ' ବିନାଶକକୁ ହିଁ ଆମ୍ଭେ ସୃଷ୍ଟି କରିଅଛୁ।

ଯିରିମିୟ 4:11

ସହେି ସମୟରେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କ ପାଖକୁ ଏହି ବାର୍ତ୍ତା ଆସିବ, ପ୍ରାନ୍ତରସ୍ଥ ବୃକ୍ଷଶୂନ୍ଯ ଉଚ୍ଚସ୍ଥଳୀରୁ ଆମ୍ଭ ଲୋକମାନଙ୍କ ଆଡ଼କୁ ଉଷ୍ମବାଯୁ ଆସୁଅଛି। ତାହା ଶସ୍ଯରୁ ତୁଷ ଝାଡ଼ିବା ପାଇଁ ଧୀର ବାଯୁ ନୁହେଁ।

ଯିରିମିୟ 4:20

ବିନାଶ ପ ରେ ବିନାଶର ଖବର ଆସୁଅଛି। କାରଣ ସମଗ୍ର ଦେଶ ବିନଷ୍ଟ ହେଉଅଛି। ମୁହୂର୍ତ୍ତକ ମଧିଅରେ ମାରେ ତମ୍ବୁ ଓ ନିମିଷକ ମଧିଅରେ ମାହେର ୟବନିକା ସବୁ ଧ୍ବଂସ ପାଇବ।

ଯିହିଜିକଲ 21:31

ଆଉ ମୁଁ ତୁମ୍ଭ ଉପ ରେ ଆପଣା କୋରଧ ପ୍ରକାଶ କରିବି। ମୁଁ ତୁମ୍ଭ ଉପ ରେ ଆପଣା କୋରଧାଗ୍ନି ଛାଡ଼ିବି। ମୁଁ ତୁମ୍ଭକୁ ଦୁଷ୍ଟ ଲୋକମାନଙ୍କ ହସ୍ତ ରେ ସମର୍ପଣ କରିବି, ଯେଉଁମାନେ ବିନାଶ କରିବା ରେ ପାରଙ୍ଗମ।

ଯିହିଜିକଲ 22:21

ଆଉ ଆମ୍ଭେ ତୁମ୍ଭମାନଙ୍କୁ ଏକତ୍ର କରି ଆପଣା କୋରଧାଗ୍ନି ରେ ତୁମ୍ଭମାନଙ୍କୁ ଫୁଙ୍କିବା, ତହିଁରେ ତୁମ୍ଭମାନେେ ତରଳି ୟିବ।

ଯିହିଜିକଲ 24:13

ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମାରେ କୋରଧ ତୁମ୍ଭ ବିରୁଦ୍ଧ ରେ ପଠାଇବି।

Interlinear

Choose Theme