Home Bibles ଯିହିଜିକଲ 22:13 · ଓଡ଼ିଆ ବାଇବେଲ
ଯିହିଜିକଲ 22:13 · ଓଡ଼ିଆ ବାଇବେଲ

'ମୁଁ ତୁମ୍ଭର ଅନ୍ଯାଯ ଲାଭ ଓ ତୁମ୍ଭ ମଧିଅରେ ଯେଉଁ ରକ୍ତପାତ ହେଉଅଛି, ସେଥିପାଇଁ ତୁମ୍ଭକୁ ଦଣ୍ଡ ଦବେି।

Cross references

ଗଣନା ପୁସ୍ତକ 24:10

ବାଲାକ୍ ବିଲିଯମକୁ ରାଗିଗଲା। ବାଲାକ୍ ବିଲିଯମକୁ କହିଲା, ମୁଁ ମାରେଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ନିଯନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସମାନଙ୍କେୁ ତିନିଥର ଆଶୀର୍ବାଦ କଲ।

ହିତୋପଦେଶ 28:8

ଯେଉଁମାନେ ସୁଧ ଓ ବୁଦ୍ଧିଦ୍ବାରା ଆପଣା ସମ୍ପତ୍ତି ବୃଦ୍ଧି କରନ୍ତି, ସମାନେେ ଦୀନହୀନ ପାଇଁ ଦୟା କରିବା ପାଇଁ ତାହା ସଞ୍ଚଯ କରନ୍ତି।

ଯିଶାଇୟ 33:15

ଯେଉଁ ଲୋକମାନେ ଧର୍ମ ପଥରେ ଚାଲନ୍ତି ଓ ସରଳ କଥା କୁହନ୍ତି, ସମାନେେ ଉପଦ୍ରବକାଳ ଲାଭ ତୁଚ୍ଛ କରନ୍ତି। ଲାଞ୍ଚ ଧରିବା ବିଷଯରୁ ଆପଣା ହାତ ଝାଡ଼ି ଦିଅନ୍ତି। ରକ୍ତପାତ କଥା ଶ୍ରବଣରୁ ଆପଣା କର୍ଣ୍ଣ ରୋଧ କରନ୍ତି ଓ ଦୁଷ୍କର୍ମ ଦର୍ଶନରୁ ଚକ୍ଷୁ ମୁଦ୍ରିତ କରନ୍ତି।

ଯିରିମିୟ 5:26

କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।

ଯିରିମିୟ 7:9

ତୁମ୍ଭମାନେେ କ'ଣ ଚୋରି, ନରହତ୍ଯା, ବ୍ଯଭିଚାର, ମିଥ୍ଯାଶପଥ, ବାଲଦବେ ଉଦ୍ଦେଶ୍ଯ ରେ ଧୂପଦାନ ଓ ତୁମ୍ଭମାନେେ ଜାଣି ନ ଥିବା ଅନ୍ୟ ଦବଗେଣର ପଶ୍ଚାତଗମନ କରିବ ?

ଯିହିଜିକଲ 21:14

ପରମେଶ୍ବର କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କରତାଳି ଦଇେ ଭବିଷ୍ଯଦବାକ୍ଯ ପ୍ରଚାର କର।

ଯିହିଜିକଲ 21:17

ମୁଁ ମଧ୍ଯ ମାରେ କରତାଳି ମାରିବି ଓ ମାରେ କୋପକୁ ଶାନ୍ତ କରିବି। ମୁଁ ସଦାପ୍ରଭୁ ଏହା କହିଅଛି।

ଯିହିଜିକଲ 21:19

ହେ ମନୁଷ୍ଯ ପୁତ୍ର, ବାବିଲ ରାଜାର ଖଡ୍ଗ ଆସିବା ପାଇଁ ତୁମ୍ଭେ ଆହୁରି ଦୁଇପଥ ନିରୂପଣ କର। ଦୁଇ ପଥ ଗୋଟିଏ ଦେଶରୁ ଆସିବ। ନଗର ଆଡ଼କୁ ୟାଇଥିବା ସଡ଼କର ମୁଣ୍ଡ ରେ ଏକ ପଥ ନିର୍ଦ୍ଦଶେ କରୁଥିବା ପ୍ରସ୍ତର ଫଳକ ରଖ।

ଯିହିଜିକଲ 22:27

ତା'ର ଅଧିପତିଗଣ ଗଧିଆ ସଦୃଶ ପ୍ରାଣୀମାନଙ୍କୁ ବିଦୀର୍ଣ୍ଣ କଲାପରି ଅନ୍ଯାଯ ଲାଭର ଚେଷ୍ଟା ରେ ରକ୍ତପାଦ କରି ପ୍ରାଣୀମାନଙ୍କୁ ବିନାଶ କରନ୍ତି।

ଆମୋଷ 2:6

ସଦାପ୍ରଭୁ ଏହା କହନ୍ତି: ଆମ୍ଭେ ବହୁ ଅପରାଧ କରିଥିବା ଇଶ୍ରାୟେଲ ଲୋକଙ୍କୁ ଦଣ୍ତ ଦବୋ। କାରଣ ସମାନେେ ରେ ୗପ୍ୟ ବଦଳ ରେ ଉତ୍ତମ ଓ ନିରୀହ ଲୋକଙ୍କୁ ବୀକ୍ରି କରିଥିଲେ। ସମାନେେ ଏକହଳ ୟୋତା ପାଇଁ ଦରିଦ୍ର ଲୋକଙ୍କୁ ବୀକ୍ରି କରିଥିଲେ।

ଆମୋଷ 3:10

ଲୋକମାନେ ସଠାେ ରେ କିପରି ସାଧୁତ୍ବଭାବରେ ଜୀବନଧାରଣ କରିବାକୁ ହୁଏ, ଜାଣନ୍ତି ନାହିଁ। କାରଣ ସମାନଙ୍କେର ଗୋଦାମ ଘର ୟୁଦ୍ଧରୁ ଲୁଟିଥିବା ସମ୍ପତ୍ତି ରେ ପୁରିୟାଇଛି।

ଆମୋଷ 8:4

ମାେ କଥା ଶୁଣ! ହେ ଦେଶର ଦରିଦ୍ରମାନଙ୍କୁ ବିନଷ୍ଟ କରୁଥିବା ଓ ଅସହାୟମାନଙ୍କୁ ଦଳି ଦେଉଥିବା ଲୋକମାନେ,

ମୀଖା 2:1

ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।

ମୀଖା 6:10

ମନ୍ଦାଗ୍ଭରୀଗଣ କ'ଣ ଏବେ ସୁଦ୍ଧା ଗ୍ଭରେି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? ସହେି ମନ୍ଦାଗ୍ଭରୀଗଣ ଏବେ କ'ଣ େଛାଟ ଐଫା ରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏବେ ମଧ୍ଯ ଘଟୁଅଛି।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:6

ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।

Interlinear

Choose Theme