କାରଣ ମୁଁ ଧାର୍ମିକ ଓ ପାପୀଷ୍ଠ ଉଭୟଙ୍କୁ ବିନାଶ କରିବି। ତେଣୁ ମାରେ ଖଡ୍ଗ ବ୍ଯବହାର ହବେ, ଏହା କୋଷମୁକ୍ତ ହାଇେ ଦକ୍ଷିଣରୁ ଉତ୍ତର ପର୍ୟ୍ଯନ୍ତ ସମସ୍ତ ଲୋକ ବିରୁଦ୍ଧ ରେ ୟିବ।
Cross references
ସଦାପ୍ରଭୁ ମାରେ ପ୍ରଭୁ ମାେତେ କହିଲେ, ତୁମ୍ଭେ ତାଳି ବଜାଅ ଓ ପଦାଘାତ କର ଓ କୁହ : ଧିକ୍! ସମାନଙ୍କେର ଘୃଣ୍ଯ ଓ ମନ୍ଦ କାର୍ୟ୍ଯ ଯୋଗୁଁ ଇଶ୍ରାୟେଲର ଗୃହ ଖଡ୍ଗର, ଦୁର୍ଭିକ୍ଷର ଓ ମହାମାରୀର ଶିକାର ହବେ।
ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।
ଏବଂ ନଗେଭେ ଅରଣ୍ଯକୁ କୁହ, 'ସଦାପ୍ରଭୁଙ୍କର ବାକ୍ଯ ଶୁଣ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି। ଦେଖ, ଆମ୍ଭେ ତୁମ୍ଭ ମଧିଅରେ ଅଗ୍ନି ସଂୟୋଗ କରିବା। ତାହା ତୁମ୍ଭ ମଧ୍ଯସ୍ଥିତ ପ୍ରେତ୍ୟକକ ସତଜେ ଓ ଶୁଷ୍କବୃକ୍ଷକୁ ଗ୍ରାସ କରିବ। ସହେି ଜ୍ବଳନ୍ତ ଅଗ୍ନିଶିଖା ନିର୍ବାପିତ ହବେ ନାହିଁ। ଦକ୍ଷିଣରୁ ଉତ୍ତର ପର୍ୟ୍ଯନ୍ତ ସମସ୍ତ ଦେଶ ସହେି ଅଗ୍ନି ରେ ଦଗ୍ଧିଭୂତ ହବେ।
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଭବଷ୍ଯଦବାକ୍ଯ ପ୍ରଚାର କରି କୁହ, 'ସଦାପ୍ରଭୁ ମାରେପ୍ରଭୁ ଏହି କଥା କହନ୍ତି,
ହତ୍ଯା ନିମନ୍ତେ ତାହା ଶାଣିତ ହାଇେଅଛି, ତାହା ମଧ୍ଯ ମାର୍ଜିତ ହାଇେ ବିଜୁଳି ପରି ଚକ୍ ଚକ୍ କରୁଛି, ' ମାରେ ପୁତ୍ର ତୁମ୍ଭେ ଏହି ଛଡ ସକାେଶ ଖୁସି ନ ଥିଲ, ତୁମ୍ଭେ କାଠର ବାଡ଼ିକୁ ଘୃଣା କଲ।