Home Bibles ଯିହିଜିକଲ 20:44 · ଓଡ଼ିଆ ବାଇବେଲ
ଯିହିଜିକଲ 20:44 · ଓଡ଼ିଆ ବାଇବେଲ

ଏବଂ ତା'ପ ରେ ତୁମ୍ଭମାନେେ ଜାଣିବ ଯେ, ଯେତବେେଳେ ମୁଁ ସଦାପ୍ରଭୁ, ତୁମ୍ଭମାନଙ୍କର କୁକର୍ମ ଓ ଦୁର୍ନୀତିଗ୍ରସ୍ତ ଆଚରଣ ଅନୁସାରେ ଦଣ୍ଡ ଦିଏ ନାହିଁ, କିନ୍ତୁ ସେତବେେଳେ ମୁଁ ମାରେ ମର୍ୟ୍ଯାଦାନୁସା ରେ ବ୍ଯବହାର କରେ।

Cross references

ଗୀତସଂହିତା 79:9

ହେ ଆମ୍ଭମାନଙ୍କର ପରିତ୍ରାଣର ପରମେଶ୍ବର, ତୁମ୍ଭ ନାମର ଗୌରବ ସକାଶେ ଆମ୍ଭମାନଙ୍କର ସାହାୟ୍ଯ କର ଏବଂ ଆପଣା ନାମରେ ଆମ୍ଭମାନଙ୍କୁ ରକ୍ଷା କର ଏବଂ ପାପସବୁ କ୍ଷମା କର।

ଗୀତସଂହିତା 115:1

ହେ ସଦାପ୍ରଭୁ, ଆମ୍ଭମାନେେ କୌଣସି ମହିମାର ୟୋଗ୍ଯ ନୁହଁ। ମହିମା ତ ତୁମ୍ଭର। ତୁମ୍ଭର ପ୍ରମେ ନିଷ୍ଠା ଯୋଗୁଁ ତୁମ୍ଭର ଗୌରବ ହେଉ।

ଯିହିଜିକଲ 20:9

କିନ୍ତୁ ମୁଁ ସମାନଙ୍କେୁ ଧ୍ବଂସ କଲି ନାହିଁ। କାରଣ ସମାନଙ୍କେ ସହିତ ଥିବା ଲୋକମାନଙ୍କ ମଧିଅରେ ମାରେ ନାମକୁ କଳୁଷିତ କରିବା ପାଇଁ ମାେତେ ଭଲ ଲାଗିଲା ନାହିଁ, କାରଣ ଯେତବେେଳେ ସମସ୍ତ ଦେଶଗଣ ଦେଖୁଥିଲେ, ସମାନଙ୍କେୁ ମିଶରରୁ ବାହାର କରି ଆଣିବା ଦ୍ବାରା ମୁଁ ଇଶ୍ରାୟେଲୀୟମାନଙ୍କଠା ରେ ପରିଚିତ ହଲିେ।

ଯିହିଜିକଲ 20:14

କିନ୍ତୁ ମୁଁ ମାରେ ନାମକୁ ସହେି ଲୋକମାନଙ୍କ ସମ୍ମୁଖ ରେ ଭ୍ରଷ୍ଟ କରିବା ପାଇଁ ଚାହିଁଲି ନାହିଁ। ଯେଉଁମାନଙ୍କ ଆଗ ରେ ମୁଁ ସମାନଙ୍କେୁ ମିଶରରୁ ବାହାର କରି ଆଣିଥିଲି।

ଯିହିଜିକଲ 20:22

କିନ୍ତୁ ମୁଁ ନିଜକୁ କ୍ଷାନ୍ତ କଲି, କାରଣ ମାରେନାମ ପାଖାପାଖି ଦବେତାମାନଙ୍କ ଦ୍ବାରା ଉପହାସିତ ନ ହେଉ ବୋଲି ମୁଁ ଚାହିଁଲି। ଯେଉଁମାନଙ୍କ ଦୃଷ୍ଟି ରେ ମୁଁ ଇଶ୍ରାୟେଲୀୟମାନଙ୍କୁ ମିଶରରୁ ବାହାର କରିଆଣିଲି।

ଯିହିଜିକଲ 20:38

ପୁଣି ମୁଁ ବିଦ୍ରାହୀମାନଙ୍କୁ ଓ ମାେ ବିରୋଧୀ ପାପୀମାନଙ୍କୁ ତୁମ୍ଭମାନଙ୍କ ମଧ୍ଯରୁ ବାହାର କରି ଦୂର କରି ଦବେି। ସମାନେେ ଯେଉଁ ଦେଶ ରେ ପ୍ରବାସ କରି ରହୁଛନ୍ତି, ସେ ଦେଶରୁ ମୁଁ ସମାନଙ୍କେୁ ବାହାର କରି ଆଣିବି, ମାତ୍ର ସମାନେେ ଇଶ୍ରାୟେଲ ଦେଶ ରେ ପ୍ରବେଶ କରିବେ ନାହିଁ। ତହିଁରେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।

ଯିହିଜିକଲ 24:24

ଏହିରୂପେ ଯିହିଜିକଲ ତୁମ୍ଭମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି। ସେ ଯାହା କିଛି କଲେ ତୁମ୍ଭମାନେେ କରିବ। ଏହା ଯେତବେେଳେ ଘଟିବ, ସେତବେେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ତୁମ୍ଭମାନେେ ଜାଣିବ।'

ଯିହିଜିକଲ 36:21

ମୁଁ ମାରେମର୍ୟ୍ଯାଦା ପ୍ରତି ତତ୍ପର, କାରଣ ଇଶ୍ରାୟେଲୀୟମାନେ ଯେଉଁଠାକୁ ଯାଉଥିଲେ ମାରେ ନାମକୁ କଳୁଷିତ କଲେ।

ଏଫିସୀୟଙ୍କ ପ୍ରତି ପତ୍ର 1:6

ପରମେଶ୍ବରଙ୍କ ଆଶ୍ଚର୍ୟ୍ଯଜନକ ଅନୁଗ୍ରହ ସକାେଶ ତାହାଙ୍କର ପ୍ରଶଂସା ହୁଏ। ଯାହାଙ୍କୁ ପରମେଶ୍ବର ପ୍ ରମେ କରନ୍ତି, ସହେି ଖ୍ରୀଷ୍ଟଙ୍କ ଦ୍ବାରା ସେ ଆମ୍ଭକୁ ସହେି ଅନୁଗ୍ରହ ମୁକ୍ତ ଭାବରେ ଦଇେଥାନ୍ତି।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:16

କିନ୍ତୁ ମାେତ ଅନୁଗ୍ରହ ମିଳିଲା। ମାେତେ ଅନୁଗ୍ରହ ଦିଆଗଲା, ଯାହା ଦ୍ବାରା ଖ୍ରୀଷ୍ଟ ଯୀଶୁ ପ୍ରମାଣିତ କଲେ ଯେ ସେ ମାେ ପ୍ରତି ଅସୀମ ର୍ଧୈୟ୍ଯ ଦଖାଇେଛନ୍ତି। ମାେ ଭଳି ବଡ଼ ପାପୀ ପ୍ରତି ସେ ର୍ଧୈୟ୍ଯଶୀଳତା ଦଖାଇେଲେ। ଯେଉଁମାନେ ତାହାଙ୍କୁ ବିଶ୍ବାସ କରିବେ, ଅନନ୍ତ ଜୀବନ ଲାଭ କରିବେ। ସମାନଙ୍କେ ପାଇଁ ମୁଁ ଯେପରି ଆଦର୍ଶ ସ୍ବରୂପ ହୁଏ, ସେଥିପାଇଁ ଖ୍ରୀଷ୍ଟ ଯୀଶୁ ଚାହିଁଲେ।

Interlinear

Choose Theme