ତଥାପି ମୁଁ ସମାନଙ୍କେ ପାଇଁ ଦୁଃଖିତ ହଲିେ ଓ ସମାନଙ୍କେୁ ବିନାଶ କଲି ନାହିଁ। ସହେି ମରୁଭୂମି ମଧିଅରେ ସମାନଙ୍କେୁ ସମ୍ପୂର୍ଣ୍ଣରୂପେ ହତ୍ଯା କଲି ନାହିଁ।
Cross references
ମୁ ଗ୍ଭହିଁ ନଥିଲି ତୁମ୍ଭକୁ ମାରିବା ପାଇଁ। ତୁମ୍ଭେ ତୁମ୍ଭର ସ୍ବଚକ୍ଷକ୍ସ୍ଟ ରେ ଦେଖିଲ। ସଦାପ୍ରଭୁ ତୁମ୍ଭକୁ ଆଜି ଗକ୍ସ୍ଟମ୍ଫା ଭିତ ରେ ମାେ ପାଖ ରେ ତୁମ୍ଭକୁ ମାରିବା ପାଇଁ ସକ୍ସ୍ଟୟୋଗ ଦଇେଥିଲେ। କିନ୍ତୁ ମୁ ତୁମ୍ଭକୁ ମାରିବାକକ୍ସ୍ଟ ଇଚ୍ଛା କଲି ନାହିଁ। ମାରେତକ୍ସ୍ଟମ୍ଭ ପ୍ରତିଦୟା ଆସିଲା। ମୁ କହିଲି, 'ମୁ ମାରେ ପ୍ରଭକ୍ସ୍ଟଙ୍କକ୍ସ୍ଟ ମାରିବି ନାହିଁ। ଶାଉଲ ହେଉଛନ୍ତି ସଦାପ୍ରଭୁଙ୍କଦ୍ବାରା ବଛା ୟାଇଥିବା ରାଜା।'
ସେତବେେଳେ ତୁମ୍ଭେ ତୁମ୍ଭର ମହାନ କରୁଣା ଯୋଗୁଁ ସମାନଙ୍କେୁ ପ୍ରାନ୍ତର ରେ ପରିତ୍ଯାଗ କଲ ନାହିଁ। ପଥ ପଢାଇବା ନିମନ୍ତେ ଦିବସ ରେ ମେଘସ୍ତମ୍ଭ ଓ ରାତ୍ରି ରେ ଅଗ୍ନି ମଶାଲକୁ ସମାନଙ୍କେଠାରୁ ଛଡାଇ ନଇେ ନାହିଁ।
ସମାନଙ୍କେର ହୃଦଯ ପରମେଶ୍ବରଙ୍କ ପ୍ରତି ପ୍ରକୃତରେ ନ ଥିଲା। ସମାନେେ ତାଙ୍କ ନିଯମରେ ବିଶ୍ବସ୍ତ ନ ଥିଲେ।
କିନ୍ତୁ ପରମେଶ୍ବର ସ୍ନହେଶୀଳ ଥିଲେ ଓ ସମାନଙ୍କେର ପାପଗୁଡ଼ିକ କ୍ଷମା କଲେ, ସମାନଙ୍କେୁ ଧ୍ବଂସ କଲେ ନାହିଁ। ପରମେଶ୍ବର ତାଙ୍କର କୋର୍ଧକୁ ଅନକେ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କୋର୍ଧ ହବୋରେ ନିଯନ୍ତ୍ରଣ କରି ନ ଥିଲେ।
ସଦାପ୍ରଭୁ ଏହି କଥା କହନ୍ତି, ସମଗ୍ର ଦେଶ ବନ୍ଧ୍ଯା ହବେ, ମାତ୍ର ମୁଁ ସମ୍ପୂର୍ଣ୍ଣ ରୂପେ ଏହାକୁ ନିଃଶଷେ କରିବି ନାହିଁ।
ମାତ୍ର ସଦାପ୍ରଭୁ କହନ୍ତି, ହେ ଯିହୁଦା ଏପରିକି ଯେତବେେଳେ ସହେି ଭୟଙ୍କର ସମୟ ଆସିବ, ଆମ୍ଭେ ତୁମ୍ଭମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବା ନାହିଁ।
ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।
ଏଣୁ ଆମ୍ଭେ ସମାନଙ୍କେ ବିଷଯ ରେ ଆମ୍ଭର କୋରଧଭାବ ଦଖାଇବୋ। ଆମ୍ଭେ ସମାନଙ୍କେୁ ଅନୁକମ୍ପା କରିବା ନାହିଁ କି ଦୟା ଦଖାଇବୋ ନାହିଁ। ଏବଂ ଏପରିକି ଯଦି ସମାନେେ ଆମ୍ଭ କର୍ଣ୍ଣ ପାଖ ରେ ଉଚ୍ଚ ସ୍ବର ରେ ଡ଼ାକନ୍ତି, ତଥାପି ଆମ୍ଭେ ସମାନଙ୍କେ କଥା ଶୁଣିବା ନାହିଁ।
ଏଣୁ ମୁଁ କରୁଣା ଦଖାଇବେି ନାହିଁ। ମୁଁ ସମାନଙ୍କେୁ ଅନୁକମ୍ପା କରିବି ନାହିଁ। ମୁଁ ସମାନଙ୍କେର କର୍ମର ପ୍ରତିଫଳ ସମାନଙ୍କେ ମସ୍ତକକୁ ଆଣିବି।
ଏବଂ ମୁଁ ଏହି ଭବିଷ୍ଯଦବାକ୍ଯ ପ୍ରଚାର କଲା ବେଳେ ବନାଯର ପୁତ୍ର ପ୍ଲଟିଯ ମଲା। ତହିଁରେ ମୁଁ ଭୂମିରେ ମୁହଁ ମାଡ଼ି କ୍ରନ୍ଦନ କରି କହିଲି, ହେ ସଦାପ୍ରଭୁ, ମାରେ ପ୍ରଭୁ, ତୁମ୍ଭେ କ'ଣ ଇଶ୍ରାୟେଲର ଅବଶିଷ୍ଟାଂଶ ଲୋକମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଶଷେ କରିବ ?
କିନ୍ତୁ, ସେ ତାଙ୍କର ଶତୃମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ। ବନ୍ଯାଜଳ ପରି ସମାନେେ ଧୋଇ ହାଇଯେିବେ। ସେ ଅନ୍ଧକାର ରେ ଶତୃମାନଙ୍କୁ ଗୋଡ଼ାଇବେ।