Home Bibles ☰ Books ଯିହିଜିକଲ 18:2 · ଓଡ଼ିଆ ବାଇବେଲ
ଯିହିଜିକଲ 18:2 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଇଶ୍ରାୟେଲ ଦେଶ ବିଷଯ ରେ ଯେତବେେଳେ ଏହି ପ୍ରବାଦଟି ବ୍ଯବହାର କର ଏହାର ଅର୍ଥ କ'ଣ ?

Cross references

ଯାତ୍ରା ପୁସ୍ତକ 20:5

କୌଣସି ମୂର୍ତ୍ତିକୁ ଉପାସନା କରିବ ନାହିଁ କିମ୍ବା ତା'ର ସବୋ କରିବ ନାହିଁ। କାହିଁକି? କାରଣ ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ। ମୁଁ ଇର୍ଷାପରାଯଣ ପରମେଶ୍ବର। ଯେଉଁମାନେ ମାେତେ ଘୃଣା କରନ୍ତି ସମାନେେ ମାରେ ଶତୃ ରେ ଗଣାୟାନ୍ତି ଏବଂ ମୁଁ ସମାନଙ୍କେୁ ସମାନଙ୍କେର ତୃତୀୟ ପୁରୁଷ ଓ ଚତୁର୍ଥ ପୁରୁଷ ପର୍ୟ୍ଯନ୍ତ ଶାସ୍ତି ବିଧାନ କରିବି।

ଯିଶାଇୟ 3:15

ତୁମ୍ଭମାନେେ କେଉଁ ଅଧିକାର ରେ ମାରେ ଲୋକମାନଙ୍କୁ ଅତ୍ଯାଚାର କଲ ? କେଉଁ ଅଧିକାର ରେ ଦରିଦ୍ରମାନଙ୍କର ମୁଖକୁ ଘଷି ମଳିନ କଲ ?' ମାରେ ପ୍ରଭୁ, ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ କହିଥିଲେ।

ଯିରିମିୟ 15:4

କାରଣ ଯିହୁଦାର ରାଜା ହିଜକିଯଙ୍କର ପୁତ୍ର ମନଃଶି ୟିରୁଶାଲମ ରେ ଦୁଷ୍କର୍ମ କଲା, ଆମ୍ଭେ ସମାନଙ୍କେୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହାଇଯେିବେ।'

ଯିରିମିୟ 31:29

ଲୋକେ ଆଉ ଏପରି କଥା କବେେ କହିବେ ନାହିଁ। ଯେ ପିତୃଗଣ ଅମ୍ଲ ଦ୍ରାକ୍ଷା ଫଳ ଖାଇଲେ, ସନ୍ତାନଗଣର ଦାନ୍ତ ଖଟା ହବେ।

ଯିରିମିୟଙ୍କ ବିଳାପ 5:7

ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।

ଯିହିଜିକଲ 6:2

ସେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲର ପର୍ବତଗଣ ଆଡ଼େ ବୁଲିପଡ଼ ଓ ସମାନଙ୍କେ ପ୍ରତି ଭବିଷ୍ଯଦବାଣୀ ପ୍ରଚାର କର।

ଯିହିଜିକଲ 7:2

ସେ କହିଲେ, ହେ ମନୁଷ୍ଯ ପୁତ୍ର, ସଦାପ୍ରଭୁ ଇଶ୍ରାୟେଲ ଭୂମିକୁ କହନ୍ତି, ସମଗ୍ର ଦେଶର ସମାପ୍ତି ଆସିୟାଇଛି।

ଯିହିଜିକଲ 17:12

ତୁମ୍ଭେ ସହେି ବିଦ୍ରୋହୀ ଜାତିକୁ କୁହ, ଇଶ୍ରାୟେଲ ତୁମ୍ଭେ କ'ଣ ଏସବୁର ତାତ୍ପର୍ୟ୍ଯ ଜାଣ ନାହିଁ ? ସମାନଙ୍କେୁ କୁହ, ଦେଖ, ବାବିଲର ରାଜା ୟିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ଯଗଣଙ୍କୁ ଆପଣାର ନ୍ଯାଯାଳଯ ବାବିଲକୁ ନଇଗେଲା।

ଯିହିଜିକଲ 25:3

ଏବଂ ଅମ୍ ନୋନ ଲୋକମାନଙ୍କୁ କୁହ, 'ତୁମ୍ଭମାନେେ ସଦାପ୍ରଭୁ, ମାରେ ପ୍ରଭୁଙ୍କର ବାକ୍ଯ ଶୁଣ, ସେ ଏହି କଥା କହନ୍ତି, ଆମ୍ଭ ଧର୍ମଧାମ ଅପବିତ୍ର ହେଲା ବେଳେ, ଆଉ ଇଶ୍ରାୟେଲ ଦେଶ ଧ୍ବଂସିତ ହେଲା ବେଳେ ଓ ୟିହୁଦୀଯ ଲୋକମାନେ ନିର୍ବାସିତ ହେଲେ।

ଯିହିଜିକଲ 36:1

ହେ ମନୁଷ୍ଯ ପୁତ୍ର, ଇଶ୍ରାୟେଲର ପର୍ବତଗଣ ପାଇଁ ଭବିଷ୍ଯଦବାକ୍ଯ ପ୍ରଚାର କରି କୁହ, ସମାନଙ୍କେୁ କୁହ : ହେ ଇଶ୍ରାୟେଲ ପର୍ବତଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କର ବାକ୍ଯ ଶୁଣ।

ଯିହିଜିକଲ 37:11

ତା'ପ ରେ ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ଏହି ଅସ୍ଥିସକଳ ଇଶ୍ରାୟେଲ ସମୁଦାଯ ପରିବାର ଅଟନ୍ତି। ଏବଂ ସମାନେେ କହନ୍ତି, 'ଆମ୍ଭମାନଙ୍କର ଅସ୍ଥିସବୁ ଶୁଷ୍କ ହାଇେଅଛି, ଆମ୍ଭମାନଙ୍କର ଆଶା ଭରସା ଲୋପ ପାଇଛି ଓ ଆମ୍ଭମାନେେ ସମ୍ପୂର୍ଣ୍ଣରୂପେ ବିନଷ୍ଟ ହାଇେଅଛୁ।'

ଯିହିଜିକଲ 37:19

ସେତବେେଳେ ତୁମ୍ଭେ ସମାନଙ୍କେୁ କୁହ, ସଦାପ୍ରଭୁ ମାରେ ପ୍ରଭୁ ଏହି କଥା କହନ୍ତି, 'ଇଫ୍ରଯିମର ହସ୍ତ ରେ ଥିବାର ଯୋଷଫେର ଆଶାବାଡ଼ି ପୁଣି ତାଙ୍କର ସଖା ଇଶ୍ରାୟେଲୀୟ ଗୋଷ୍ଠୀସମୂହକୁ ଆମ୍ଭେ ନବୋ, ଆଉ ଆମ୍ଭେ ସମାନଙ୍କେୁ ତାହା ସଙ୍ଗେ ଅର୍ଥାତ୍ ଯିହୁଦାର ଆଶାବାଡ଼ି ସଙ୍ଗେ ଯୋଡ଼ି ସମାନଙ୍କେୁ ଏକ କରିବା। ତହିଁରେ ସମାନେେ ଆମ୍ଭ ହସ୍ତ ରେ ଏକ ଆଶାବାଡ଼ି ହବେେ।'

ଯିହିଜିକଲ 37:25

ଏବଂ ମୁଁ ମାରେ ଦାସ ଯାକୁବକୁ ଯେଉଁ ଦେଶ ଦଇେଥିଲି ଓ ଯେଉଁଠା ରେ ସମାନଙ୍କେ ପୂର୍ବପୁରୁଷଗଣ ବାସ କରୁଥିଲେ, ସହେି ଦେଶ ରେ ସମାନେେ ବାସ କରିବେ। ମୁଁ ସମାନେେ, ସମାନଙ୍କେର ସନ୍ତାନମାନେ ଓ ସମାନଙ୍କେର ସନ୍ତାନମାନଙ୍କର ସନ୍ତାନମାନେ ସଦାକାଳ ସଠାେ ରେ ବାସ କରିବେ। ଏବଂ ମାରେ ଦାସ ଦାଉଦ ସଦାକାଳ ସମାନଙ୍କେର ଅଧିପତି ହବେେ।

ମାଥିଉଲିଖିତ ସୁସମାଚାର 23:36

ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।

Interlinear

Choose Theme