Home Bibles ଯିହିଜିକଲ 17:11 · ଓଡ଼ିଆ ବାଇବେଲ
ଯିହିଜିକଲ 17:11 · ଓଡ଼ିଆ ବାଇବେଲ

ଅନନ୍ତର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ସେ କହିଲେ,

Cross references

ଦିତୀୟ ବଂଶାବଳୀ 36:13

ସିଦିକିଯ ରାଜା ନବୂଖଦ୍ନିତ୍ସରର ବିରୁଦ୍ଧ ରେ ବିଦ୍ରୋହ କଲେ। ଅତୀତ ରେ ନବୂଖଦ୍ନିତ୍ସର ସିଦିକିଯଙ୍କୁ ଏକ ଶପଥ କରାଇଥିଲେ ଯେ, ସେ ନବୂଖଦ୍ନିତ୍ସର ନିକଟରେ ବିଶ୍ବସ୍ତ ରହିବେ। ସିଦିକିଯ ପରମେଶ୍ବରଙ୍କ ନାମ ନଇେ ଶପଥ କରିଥିଲେ ଯେ, ସେ ନବୂଖଦ୍ନିତ୍ସରଙ୍କ ନିକଟରେ ବିଶ୍ବସ୍ତ ରହିବେ। କିନ୍ତୁ ସିଦିକିଯ ବଡ଼ ଦାମ୍ଭିକ ଥିଲେ ଓ ଇଶ୍ରାୟେଲର ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସିବାକୁ ଓ ମାନିବା ନିମନ୍ତେ ଅଗ୍ରାହ୍ଯ କଲେ।

ଗୀତସଂହିତା 88:9

କ୍ଲେଶ ସକାଶୁ ମାରେ ଚକ୍ଷୁ କ୍ଷୀଣ ହାଇେଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି।

ଯିରିମିୟ 24:8

ମାତ୍ର ଯିହୁଦାର ରାଜା ସିଦିକିଯ ସହେି ଅତି ମନ୍ଦ ଡ଼ିମ୍ବିରି ଫଳ ସଦୃଶ। ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚଯ ସିଦିକିଯକୁ, ତାହାର ଅଧିପତିଗଣକୁ ଓ ୟିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶ ରେ ଅଛନ୍ତି, ସମାନଙ୍କେୁ ଓ ଯେଉଁମାନେ ମିଶର ଦେଶ ରେ ବାସ କରନ୍ତି, ସମାନଙ୍କେୁ ଆମ୍ଭେ ତ୍ଯାଗ କରିବା।

ଯିରିମିୟ 27:12

'ଅନନ୍ତର ମୁଁ ସହେି ସମସ୍ତ ବାକ୍ଯ ଯିହୁଦାର ରାଜା ସିଦିକିଯକୁ କହିଲି, ତୁମ୍ଭମାନେେ ଆପଣା ଆପଣା ବକେ ବାବିଲ ରାଜାର ୟୁଆଳି ତଳେ ରଖ ଓ ତାହାର ଏବଂ ତାହାର ଲୋକମାନଙ୍କର ସବୋ କର। ତହିଁରେ ତୁମ୍ଭମାନେେ ବଞ୍ଚିବ।

Interlinear

Choose Theme