ଯିହିଜିକଲ 16:58 · ଓଡ଼ିଆ ବାଇବେଲ
ବର୍ତ୍ତମାନ ତୁମ୍ଭେ ତୁମ୍ଭର ଘୃଣ୍ଯ କ୍ରିଯା ଓ ବ୍ଯଭିଚାରର ଭାର ବହନ କରିବ। ଏହା ସଦାପ୍ରଭୁ କହିଛନ୍ତି।
Cross references
ଆଦି ପୁସ୍ତକ 4:13
ଏହାପରେ କଯିନ କହିଲା, ମାରଦେଣ୍ଡ ଅସହ୍ଯ!
ଯିରିମିୟଙ୍କ ବିଳାପ 5:7
ଆମ୍ଭମାନଙ୍କର ପୂର୍ବପୁରୁଷଗଣ ପାପ କରିଥିଲେ, ଏବଂ ଏବେ ସମାନେେ ନାହାନ୍ତି। ମାତ୍ର ସମାନଙ୍କେର ପାପର ଭାର ଆମ୍ଭମାନେେ ବହନ କରିଛୁ ଏବଂ ଦୁଃଖ ଭୋଗ କରୁଅଛୁ।
ଯିହିଜିକଲ 16:43
ଏସବୁ କରିବାର କାରଣ ତୁମ୍ଭେ ତୁମ୍ଭର ୟୌବନାବସ୍ଥାର ଦିନ ମନେ ରଖି ନାହଁ। ତୁମ୍ଭେ ତୁମ୍ଭର କୁକାର୍ୟ୍ଯ ଦ୍ବାରା ମାେତେ କୋରଧିତ କଲ। ମୁଁ ତୁମ୍ଭକୁ ତୁମ୍ଭର ବ୍ଯବହାର ପାଇଁ ଦଣ୍ଡିତ କରିବି। ତୁମ୍ଭର ଅନ୍ୟ ଘୃଣ୍ଯ କାର୍ୟ୍ଯ ସହିତ ବେଶ୍ଯାବୃତ୍ତିକୁ ୟୋଡ଼ିବା ରେ କଣ ଅଧିକ ପ୍ରାଧାନ୍ଯ ହାଇେ ନ ଥିଲା ? ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଲେ।
ଯିହିଜିକଲ 23:49
ଲୋକମାନେ ତୁମ୍ଭମାନଙ୍କର ବ୍ଯଭିଚାରିତା ପାଇଁ ତୁମ୍ଭମାନଙ୍କୁ ପ୍ରତିଫଳ ଦବେେ ଓ ତୁମ୍ଭମାନେେ ନିଜର ପ୍ରତିମାଗଣ ସମ୍ବନ୍ଧୀଯ ପାପ ସକଳର ଭାର ବହନ କରିବ। ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଏହା ତୁମ୍ଭମାନେେ ଜାଣିବ।