Home Bibles ଯିହିଜିକଲ 16:31 · ଓଡ଼ିଆ ବାଇବେଲ
ଯିହିଜିକଲ 16:31 · ଓଡ଼ିଆ ବାଇବେଲ

ଯେତବେେଳେ ତୁମ୍ଭେ ପ୍ରେତ୍ୟକକ ରାସ୍ତା ମୁଣ୍ଡ ରେ ଆପଣା ଆପଣା ଗୃହ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ଛକରେ ଆପଣା ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ। ତୁମ୍ଭେ ପ୍ରକୃତ ରେ ଜଣେ ବେଶ୍ଯା ପରି ନୁହଁ, ତୁମ୍ଭେ ବ୍ଯଭିଚାରିଣୀ କାର୍ୟ୍ଯ ରେ ଲିପ୍ତ ହେଲ, କିନ୍ତୁ ମୁଦ୍ରା ନଲେ ନାହିଁ।

Cross references

ଯିଶାଇୟ 52:3

ସଦାପ୍ରଭୁ ଏହି କଥା କୁହନ୍ତି, ତୁମ୍ଭମାନେେ ବିନା ମୂଲ୍ଯ ରେ ବିବ୍ରତ ହାଇେଥିଲ, ଆଉ ବିନା ମୂଲ୍ଯ ରେ ମୁକ୍ତ ହବେ।'

ଯିହିଜିକଲ 16:24

ତୁମ୍ଭେ ନିଜ ପାଇଁ କୁଦ ନିର୍ମାଣ କରିଅଛ ଓ ପ୍ରେତ୍ୟକକ ରାସ୍ତାର ଛକରେ ଦବେତାଗଣ ନିମନ୍ତେ ଉଚ୍ଚସ୍ଥଳୀ ୟଜ୍ଞବଦେୀ ନିର୍ମାଣ କରିଅଛ।

ଯିହିଜିକଲ 16:33

ଲୋକେ ବେଶ୍ଯାମାନଙ୍କୁ ଭଡ଼ା ଦିଅନ୍ତି। ମାତ୍ର ତୁମ୍ଭେ ନିଜର ପ୍ ରମେିକମାନ୍କୁ ଭଡ଼ା ଦଇେ ବ୍ଯଭିଚାର କରୁଅଛ। ଆଉ ତୁମ୍ଭର ବେଶ୍ଯାବୃତ୍ତି କ୍ରମେ ସମାନେେ ଯେପରି ଚତୁର୍ଦ୍ଦିଗରୁ ତୁମ୍ଭ ନିକଟକୁ ଆସନ୍ତି, ସେଥିପାଇଁ ସମାନଙ୍କେୁ ଲାଞ୍ଚ ଦଇେଅଛ।

ଯିହିଜିକଲ 16:39

ଆଉ ମଧ୍ଯ ଆମ୍ଭେ ତୁମ୍ଭକୁ ତୁମ୍ଭ ପ୍ ରମେିକମାନଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନେେ ତୁମ୍ଭର ପୂଜା ସ୍ଥାନସବୁ ଭାଙ୍ଗି ପକାଇବେ ଓ ଉଚ୍ଚସ୍ଥଳୀଗୁଡ଼ିକୁ ଉତ୍ପାଟନ କରିବେ। ପୁଣି ସମାନେେ ତୁମ୍ଭକୁ ବିବସନା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ଅପହରଣ କରିବେ। ଆଉ ସମାନେେ ତୁମ୍ଭକୁ ବିବସନା ଉଲଗ୍ନତା କରି ଛାଡ଼ି ଦବେେ।

ଯିହିଜିକଲ 20:29

ସେ ଉଚ୍ଚସ୍ଥଳୀକୁ ୟିବାର ଅଭିପ୍ରାଯ କ'ଣ ବୋଲି ଆମ୍ଭେ ସମାନଙ୍କେୁ ପଚାରିଲୁ। ମାତ୍ର ଏବସେୁଦ୍ଧା ସହେି ସ୍ଥାନର ନାମ ବାମା ରହିଅଛି।'

ହୋଶେୟ 12:11

ଯେ ହତେୁ ଗିଲିଯଦ ରେ ସମାନେେ ବହୁତ ଦୁଷ୍ଟ, ସମାନେେ କିଛି ହାଇପୋରିବେ ନାହିଁ। କାରଣ ଗିଲ୍ଗିଲ ରେ ସମାନେେ ଷଣ୍ତକୁ ବଳିଦାନ ଦିଅନ୍ତି। ଖାେଲା ପଡିଆ ରେ ପଥର ଗଦା ପରି ସମାନଙ୍କେର ୟଜ୍ଞବଦେୀଗୁଡିକ ହବେ।

Interlinear

Choose Theme