ତୁମ୍ଭେ କିଣାନ ଓ ବାବିଲକୁ ୟାଇଅଛ ଏବଂ ସଠାେ ରେ ତୁମ୍ଭର ବ୍ଯଭିଚାର ବଢ଼ାଇଛ, ତଥାପି ତୃପ୍ତ ହାଇେ ନାହଁ।
Cross references
ସଦାପ୍ରଭୁ ମିଶରରକ୍ସ୍ଟ ସହେି ଲୋକମାନଙ୍କୁ ଇଶ୍ରାୟେଲକକ୍ସ୍ଟ ଆଣିଥିଲେ। ଏବଂ ସମାନଙ୍କେର ପୂର୍ବପୁରୁଷଗଣ ସଦାପ୍ରଭୁଙ୍କର ସବୋ କରୁଥିଲେ। କିନ୍ତୁ ଏହାପରେ ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ଦବେତାଙ୍କୁ ସବୋ କରିବାକୁ ଲାଗିଲେ, ଯେଉଁମାନେ ସମାନଙ୍କେ ଚତଃପାଶର୍ବ ରେ ରହକ୍ସ୍ଟଥିଲେ। ଏହା ସଦାପ୍ରଭୁଙ୍କର କୋରଧ ଉତ୍ପନ୍ନ କଲା।
ମାତ୍ର ସମାନେେ ପରମେଶ୍ବରଙ୍କ ବାକ୍ଯ ଶୁଣିଲେ ନାହିଁ। କିଣାନର ଦେଶଠାରୁ ଅଧିକ ମନ୍ଦ କର୍ମ କରିବାକୁ ମନଃଶି ସମାନଙ୍କେୁ ମାର୍ଗ ଦର୍ଶନ କରୁଥିଲେ। ସେଥିପାଇଁ ସଦାପ୍ରଭୁଙ୍କ ଦ୍ବାରା ସମାନଙ୍କେୁ ବିନଷ୍ଟ କରାଗଲା। ଯେତବେେଳେ ଇଶ୍ରାୟେଲୀୟମାନେ ଦେଶକୁ ଆସିଲେ।
ଯଦି କୌଣସି ପୁରୁଷ ତା'ର ସ୍ତ୍ରୀକୁ ପରିତ୍ଯାଗ କରେ ଓ ସେ ସ୍ତ୍ରୀ ତାକୁ ତ୍ଯାଗ କରି ଅନ୍ୟ ପୁରୁଷକୁ ବିବାହ କରେ ତବେେ ତା'ର ସ୍ବାମୀ କ'ଣ ପୁନର୍ବାର ତାହା ନିକଟକୁ ଆସିବ ? ଯଦି ସେ ଲୋକ ପୁନର୍ବାର ତାହା ନିକଟକୁ ଆସିବ ତବେେ ସହେି ଦେଶ ଅତ୍ଯନ୍ତ 'ଅଶୁଚି' ହବେ। ହେ ଯିହୁଦା, ତୁମ୍ଭେ ଅନକେ ଉପପତି ସଙ୍ଗେ ବ୍ଯଭିଚାର କରିଅଛ। ଆଉ ପୁନର୍ବାର ଆମ୍ଭ ନିକଟକୁ ଫରେି ଆସିବାକୁ ଚାହୁଁଛ। ଏହା ସଦାପ୍ରଭୁ କହନ୍ତି।
ତୁମ୍ଭେ ଯେଉଁ ଅମିଶ୍ରିତ ମସଲା ରେ କାନ୍ଥକୁ ଲପନେ କରିଅଛ ମୁଁ ତାହା ବିଦୀର୍ଣ୍ଣ କରିପକାଇବି। ମୁଁ ଏହା ଭୂମିସ୍ତର ସହିତ ସମତଳ କରି ଦବେି, ମୁଁ ଏହା ମୂଳଦୁଆକୁ ବାହାର କରିବି। ତାହା ତୁମ୍ଭମାନଙ୍କ ଉପ ରେ ପଡ଼ିବ, ତହିଁରେ ତୁମ୍ଭମାନେେ ବିନଷ୍ଟ ହବେ। ଏଣୁ ତୁମ୍ଭମାନେେ ଜାଣିବ ଯେ, ମୁଁ ସଦାପ୍ରଭୁ ଅଟେ।
ଏବଂ ଅହଲୀବା ନିଜର ବ୍ଯଭିଚାରିତା ବଢ଼ାଇଲା। ସେ କାନ୍ଥ ରେ ବିଚିତ୍ର କଲଦୀଯ ପୁରୁଷମାନଙ୍କର ଲାଲରଙ୍ଗ ପୋଷାକ ପରିହିତ ମୂର୍ତ୍ତି ଦେଖିଲା।