Home Bibles ☰ Books ଯିହିଜିକଲ 16:2 · ଓଡ଼ିଆ ବାଇବେଲ
ଯିହିଜିକଲ 16:2 · ଓଡ଼ିଆ ବାଇବେଲ

ହେ ମନୁଷ୍ଯ ପୁତ୍ର, ୟିରୁଶାଲମ ନିବାସୀଙ୍କ ଘୃଣ୍ଯ ବ୍ଯବହାରକୁ ତୁମ୍ଭେ ସମାନଙ୍କେୁ ଜଣାଅ।

Cross references

ଯିଶାଇୟ 58:1

ଉଚ୍ଚସ୍ବର ରେ ଘାଷେଣା କର, ସ୍ବର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସମାନଙ୍କେର ଅଧର୍ମ ବିଷଯ ରେ ଓ ଯାକୁବ ବଂଶକୁ ସମାନଙ୍କେ ପାପ ସମ୍ବନ୍ଧ ରେ ଜଣାଅ।

ଯିହିଜିକଲ 8:9

ତା'ପ ରେ ପରମେଶ୍ବର ମାେତେ କହିଲେ, ଭିତରକୁ ୟାଅ ଓ ଏଠା ରେ ସମାନେେ ଯେଉଁ ଜଘନ୍ଯ ଘୃଣ୍ଯ କର୍ମମାନ କରୁଅଛନ୍ତି ତାହା ଦେଖ।

ଯିହିଜିକଲ 20:4

ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ସମାନଙ୍କେର ବିଚାର କରିବ ? ସମାନଙ୍କେର ପିତୃପୁରୁଷମାନଙ୍କର ଘୃଣା ଯୋଗ୍ଯ କ୍ରିଯାସବୁ ସମାନଙ୍କେୁ ଜ୍ଞାତ କରାଅ।

ଯିହିଜିକଲ 22:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହି ରକ୍ତପାତ ନଗରୀର ବିଚାର କରିବ ? ତବେେ ତାହାର ଘୃଣା ଯୋଗ୍ଯ ସମସ୍ତ କ୍ରିଯା ଏହାକୁ ଜ୍ଞାତ କରାଅ।

ଯିହିଜିକଲ 23:36

ସଦାପ୍ରଭୁ, ମାରେ ପ୍ରଭୁ ମାେତେ କହିଲେ, ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଅହଲାର ଓ ଅହଲୀବାର ବିଚାର କରିବ ? ତବେେ ସମାନଙ୍କେର ଘୃଣା ଯୋଗ୍ଯ କ୍ରିଯାସବୁ ସମାନଙ୍କେୁ ଜଣାଅ।

ଯିହିଜିକଲ 33:7

ଏଣୁ ହେ ମନୁଷ୍ଯ ପୁତ୍ର, ମୁଁ ତୁମ୍ଭକୁ ଇଶ୍ରାୟେଲ ବଂଶର ପ୍ରହରୀ କରି ନିୟୁକ୍ତ କରିଅଛି, ତୁମ୍ଭେ ମାରେ ମୁଖରୁ ଯେଉଁ ବାକ୍ଯଗୁଡ଼ିକ ମାେ ପକ୍ଷରୁ ସମାନଙ୍କେୁ ସଚତନେ କରିବ।

ହୋଶେୟ 8:1

ତୂରୀ ବାଦନ କରି ଲୋକମାନଙ୍କୁ ସତର୍କ କରିଦିଅ। ସଦାପ୍ରଭୁଙ୍କ ଗୃହ ଉପ ରେ ବାଜପକ୍ଷୀ ପରି ଜଗି ରୁହ। ଇଶ୍ରାୟେଲ ଅଧିବାସୀଗଣ ଆମ୍ଭ ଚୁକ୍ତି ଭଙ୍ଗ କରିଛନ୍ତି। ସମାନେେ ଆମ୍ଭ ବ୍ଯବସ୍ଥା ବିଷଯକୁ ଅମାନ୍ଯ କରିଛନ୍ତି।

Interlinear

Choose Theme