Home Bibles ଯିହିଜିକଲ 15:4 · ଓଡ଼ିଆ ବାଇବେଲ
ଯିହିଜିକଲ 15:4 · ଓଡ଼ିଆ ବାଇବେଲ

ଲୋକେ କବଳେ ଜାଳ ହବୋପାଇଁ ତାକୁ ଅଗ୍ନି ରେ ପକାନ୍ତି। ତା'ର ଦୁଇମୁଣ୍ଡ ଅଗ୍ନି ରେ ପୋଡ଼ିୟାଏ ଓ ମଝିଅଂଶ ଅର୍ଦ୍ଧଦ' ରହେ। ତାହା କ'ଣ କୌଣସି କାର୍ୟ୍ଯ ରେ ଆସିବ ?

Cross references

ଗୀତସଂହିତା 80:16

ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା। ତୁମ୍ଭେ ତାଗ୍ଦ ଉପରେ କୋର୍ଧାନ୍ବିତ ହାଇେ ତାକୁ ଧ୍ବଂସ କର।

ଯିଶାଇୟ 1:31

ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହବେେ ଏବଂ ସମାନଙ୍କେର କର୍ମ ଅଗ୍ନିକଣା ସଦୃଶ ହବେ। ସହେି ବଳବାନ୍ ଲୋକମାନେ ଓ ସମାନଙ୍କେର କର୍ମ ସବୁ ଅଗ୍ନି ରେ ପୋଡ଼ି ଦବେେ। ସହେି ଅଗ୍ନିକୁ କହେି ନିର୍ବାପିତ କରିପାରିବେ ନାହିଁ।

ଯିଶାଇୟ 27:11

ଦ୍ରାକ୍ଷାଗଛ ରେ ଡ଼ାଳ ଶୁଷ୍କ ହେଲେ ଭଙ୍ଗାୟିବ। ସ୍ତ୍ରୀ ଲୋକମାନେ ତାକୁ ଜାଳଣେି ରୂପେ ବ୍ଯବହାର କରିବେ।

ଯିହିଜିକଲ 19:14

ତାହାର ଏକ ବୃହତ୍ ଶାଖାରୁ ଅଗ୍ନି ନିର୍ଗତ ହାଇେ ସହେି ଦ୍ରାକ୍ଷାଲତାକୁ ଓ ତାହାର ଫଳକୁ ଗ୍ରାସ କରିଅଛି। ଏଣୁ ରାଜଦଣ୍ଡ ପାଇଁ ତାହାର ଗୋଟିଏ ହେଲେ ଦୃଢ଼ ଶାଖା ନାହିଁ।' ଏହା ବିଳାପର ବିଷଯ ଅଟେ ଓ ବିଳାପଜନକ ହବେ।

ଆମୋଷ 4:11

ସଦୋମ ଓ ହ ମାରୋ ସହରଗୁଡିକ ଧ୍ବଂସ କଲାପରି ଆମ୍ଭେ ତୁମ୍ଭମାନଙ୍କୁ ଧ୍ବଂସ କଲୁ। ସହେି ନଗରଗୁଡିକ ସମ୍ପୂର୍ଣ୍ଣ ନଷ୍ଟ ହାଇେଥିଲା। ତୁମ୍ଭମାନେେ ଗୋଟିଏ ପୋଡା ବାଡି ଅଗ୍ନିରୁ ଟଣା ହେଲା ସଦୃଶ ଥିଲ। ତଥାପି ତୁମ୍ଭମାନେେ ଆମ୍ଭ ପାଖକୁ ଫରେି ଆସିଲ ନାହିଁ। ସଦାପ୍ରଭୁ ଏହିସବୁ କହିଥିଲେ।

ମଲାଖୀ 4:1

ସହେିଦିନ ଆସୁଅଛି ୟାହିକି ଉହ୍ନଇେ ପରି ଜଳିବ। ସହେି ସମସ୍ତ ଅହଙ୍କାରୀ ଲୋକମାନେ ଏବଂ ମନ୍ଦ କାର୍ୟ୍ଯ କରୁଥିବା ଲୋକମାନେ ନଡାପରି ଜଳିଯିବେ। ସହେି ଅଗ୍ନି ଗୋଟିଏ ଶାଖା କି ମୂଳ ମଧ୍ଯ ଛାଡିବ ନାହିଁ। ସର୍ବଶକ୍ତିମାନ୍ ସଦାପ୍ରଭୁ ଏହି କଥା କହିଥିଲେ।

ମାଥିଉଲିଖିତ ସୁସମାଚାର 3:12

ତାହାଙ୍କ ହାତ ରେ କୁଲା ଅଛି। ସେଥି ରେ ସେ ଶସ୍ଯ ସବୁରୁ ଅଗାଡି ତକ ଅଲଗା କରି ଦବେେ। ସେ ତାହାଙ୍କ ଖଳାରୁ ପରିଷ୍କାର ହାଇେଥିବା ଶସ୍ଯତକ ଏକାଠି କରିନଇେ ଅମାର ଭତ ରେ ରଖି ଦବେେ ଓ ଅଗାଡି, କାଠ-କୁଟାତକ ନିଆଁ ରେ ପକଇେ ଦବେେ। ସେ ନିଆଁ କବେେ ହେଲେ ଲିଭିବ ନାହିଁ।

ଯୋହନଲିଖିତ ସୁସମାଚାର 15:6

ଯଦି କହେି ବ୍ଯକ୍ତି ମାଠାେ ରେ ରୁ ହେ ନାହିଁ, ତବେେ ତାକୁ ଶାଖା ପରି ଫିଙ୍ଗି ଦିଆୟିବ। ସହେି ଫିଙ୍ଗା ଯାଇଥିବା ଶାଖା ଶୁଖିଯାଏ। ଲକମାନେେ ଶୁଖିଲା ଶାଖାକୁ ଉଠାଇ ନିଆଁ ରେ ଫୋପାଡି ଦିଅନ୍ତି। ସଗେୁଡିକ ଜଳି ଯାଏ।

ଏବ୍ରୀ 6:8

କିନ୍ତୁ ଯଦି ସହେି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା' ହେଲେ ତାହା ଅକାମୀ ଅଟେ। ସହେି ଭୂମି ପରମେଶ୍ବରଙ୍କ ଦ୍ବାରା ଅଗ୍ରାହ୍ଯ ହାଇେ ଅଭିଶପ୍ତ ହୁଏ, ଓ ଶଷେ ରେ ତାହା ଅଗ୍ନି ଦ୍ବାରା ବିନଷ୍ଟ ହବେ।

ଏବ୍ରୀ 12:29

କାରଣ ଆମ୍ଭ ପରମେଶ୍ବର ଗ୍ରାସକାରୀ ଅଗ୍ନିଭଳି ଅଟନ୍ତି।

Interlinear

Choose Theme