Home Bibles ☰ Books ଯିହିଜିକଲ 12:10 · ଓଡ଼ିଆ ବାଇବେଲ
ଯିହିଜିକଲ 12:10 · ଓଡ଼ିଆ ବାଇବେଲ

ସମାନଙ୍କେୁ କୁହ, ସଦାପ୍ରଭୁ ସମାନଙ୍କେର ପ୍ରଭୁ, ଏହିକଥା କହିଛନ୍ତି, ଏହି ଭବିଷ୍ଯତବାଣୀ ୟିରୁଶାଲମସ୍ଥ ଅଧିପତିର ଓ ଇଶ୍ରାୟେଲର ସମ୍ପର୍କୀଯ ଲୋକମାନଙ୍କ ମଧିଅରେ ସେ ବାସ କରନ୍ତି।

Cross references

ଦିତୀୟ ରାଜାବଳୀ 9:25

ଯହେୂ ତାଙ୍କର ସାରଥି ବିଦ୍କରକୁ କହିଲେ, ତାକୁ ଉଠାଇ ନଇେ ୟିଷ୍ରିଯଲେୀଯ ନାବୋତ କ୍ଷେତ୍ର ଭୂମିରେ ପକାଇ ଦିଅ। କାରଣ ଆରୋହଣ କରି ଏକତ୍ର ତାହାର ପିତା ଆହାବର ପଶ୍ଚାତ ଗମନ କରିବା ବେଳେ, ସଦାପ୍ରଭୁ କି ପ୍ରକା ରେ ମୁଁ ଓ ତୁମ୍ଭେ ତାହା ଉପରେ ଏହି ଭାରକ୍ତି ଥୋଇଥିଲେ ତାହା ସ୍ମରଣ କର।

ଯିଶାଇୟ 13:1

ପରମେଶ୍ବର ଆମାେସଙ୍କ ପୁତ୍ର ଯିଶାଇୟଙ୍କୁ ବାବିଲ ସମ୍ବନ୍ଧୀଯ ବାର୍ତ୍ତା ଦଖାଇେଲେ।

ଯିଶାଇୟ 14:28

ଆହସ୍ ରାଜାଙ୍କ ମୃତ୍ଯୁ ବର୍ଷ ରେ ଏହି ଦୁଃଖ ବାର୍ତ୍ତା ଦିଆ ୟାଇଥିଲା।

ଯିରିମିୟ 21:7

ଏସବୁ ଘଟିଲା ପ ରେ ସଦାପ୍ରଭୁ କହନ୍ତି, ଆମ୍ଭେ ଯିହୁଦା ରାଜା ସିଦିକିଯଙ୍କୁ, ତାହାର ଦାସଗଣଙ୍କୁ ଓ ତାହାର ଲୋକମାନଙ୍କୁ ଯେଉଁମାନେ ମହାମାରୀ, ଖଡ୍ଗ ଓ ଦୁର୍ଭିକ୍ଷରୁ ଅବଶିଷ୍ଟ ରହିବେ, ସମାନଙ୍କେୁ ବାବିଲର ରାଜା ନବୂଖଦ୍ନିତ୍ସରଙ୍କ ହସ୍ତ ରେ, ସମାନଙ୍କେ ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେ ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ଆଉ ସମାନେେ ସମାନଙ୍କେୁ ଦୟା, କରୁଣା ଓ କ୍ଷମା ନ କରି ଖଡ୍ଗ ରେ ବଧ କରିବେ।'

ଯିରିମିୟ 24:8

ମାତ୍ର ଯିହୁଦାର ରାଜା ସିଦିକିଯ ସହେି ଅତି ମନ୍ଦ ଡ଼ିମ୍ବିରି ଫଳ ସଦୃଶ। ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଶ୍ଚଯ ସିଦିକିଯକୁ, ତାହାର ଅଧିପତିଗଣକୁ ଓ ୟିରୁଶାଲମର ଯେଉଁ ଅବଶିଷ୍ଟାଂଶ ଲୋକେ ଏହି ଦେଶ ରେ ଅଛନ୍ତି, ସମାନଙ୍କେୁ ଓ ଯେଉଁମାନେ ମିଶର ଦେଶ ରେ ବାସ କରନ୍ତି, ସମାନଙ୍କେୁ ଆମ୍ଭେ ତ୍ଯାଗ କରିବା।

ଯିରିମିୟ 38:18

ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ବୀକାର ନ କରିବ, ତବେେ ଏହି ନଗର କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହବେ ଓ ସମାନେେ ଅଗ୍ନି ରେ ଏହାକୁ ଦଗ୍ଧ କରିବେ। ଆଉ ତୁମ୍ଭେ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ।

ଯିହିଜିକଲ 7:27

ତୁମ୍ଭମାନଙ୍କର ରାଜା ଶାେକ କରିବେ ଓ ନତେୃବର୍ଗ ଶାେକର ବସ୍ତ୍ର ପରିଧାନ କରିବେ। ଦେଶର ଲୋକମାନଙ୍କର ହସ୍ତ କମ୍ପିତ ହବେ। ଯେ ହତେୁ ଆମ୍ଭେ ସମାନଙ୍କେର ନିଜ ଆଚରଣ ଓ ଆଦର୍ଶ ଅନୁସାରେ ସମାନଙ୍କେ ପ୍ରତି ବ୍ଯବହାର କରିବା। ସମାନଙ୍କେର କର୍ମ ଅନୁସାରେ ସମାନଙ୍କେର ବିଚାର କରାୟିବ ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସମାନେେ ହୃଦଯଙ୍ଗମ କରିବେ।

ଯିହିଜିକଲ 17:13

ଏବଂ ସେ ଏକ ରାଜସ୍ବ ନଇେ ତାକୁ ଶପଥ କରାଇ ତା' ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ବପୂର୍ଣ୍ଣ ଲୋକମାନଙ୍କୁ ନଇଗେଲେ।

ଯିହିଜିକଲ 21:25

ହେ ଦୁଷ୍ଟ ଇଶ୍ରାୟେଲୀୟ ରାଜପୁତ୍ର, ତୁମ୍ଭମାନଙ୍କୁ ହତ୍ଯା କରାୟିବ। ତୁମ୍ଭମାନଙ୍କର ଅନ୍ତିମ ସମୟ ଉପସ୍ଥିତ ହାଇେଅଛି।

ଯିହିଜିକଲ 21:30

' ହେ ବାବିଲ, ଖଡ୍ଗକୁ ପୁନର୍ବାର କୋଷ ମଧ୍ଯକୁ ଫରୋଇ ଆଣ। ତୁମ୍ଭେ ଯେଉଁଠା ରେ ସୃଷ୍ଟି ହାଇେଥିଲ ଓ ଯେଉଁଠା ରେ ତୁମ୍ଭେ ଜନ୍ମ ହାଇେଥିଲ, ସଠାେ ରେ ମୁଁ ତୁମ୍ଭର ବିଚାର କରିବି।

ମଲାଖୀ 1:1

ଇଶ୍ରାୟେଲ ପ୍ରତି ସଦାପ୍ରଭୁଙ୍କର ଏହି ବାର୍ତ୍ତା ଥିଲା। ଏହି ବାର୍ତ୍ତା ପ୍ରଗ୍ଭର କରିବାକୁ ପରମେଶ୍ବର ମଲାଖିକୁ ନିୟୁକ୍ତ କରିଥିଲେ।

Interlinear

Choose Theme