ତୁମ୍ଭମାନେେ ଖଡ୍ଗକୁ ଭୟ କରିଅଛ ; ଏବଂ ଆମ୍ଭେ ତୁମ୍ଭମାନଙ୍କ ବିରୁଦ୍ଧ ରେ ଖଡ୍ଗ ଆଣିବା।' ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।
Cross references
କାରଣ ମୁଁ ଯେଉଁ ବିଷଯ ରେ ଭୟ କରୁଥିଲି ତାହା ହିଁ ମାେ ପ୍ରତି ଘଟିଲା ଏବଂ ଯେଉଁ ବିଷଯ ରେ ଅତି ଆଶଙ୍କା କରୁଥିଲି ତାହା ମାେ ନିକଟରେ ଉପସ୍ଥିତ ହେଲା।
ସେ ହୁଏତ ଲୁହା ଖଡ୍ଗରୁ ରକ୍ଷା ପାଇପା ରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକଇବେ।
ଦୁଷ୍ଟ ଲୋକ ଯାହା ଭୟ କରେ, ତାହାହିଁ ତାକୁ ଘଟେ। ମାତ୍ର ଧାର୍ମିକର ମନୋବାଞ୍ଛା ତାକୁ ଦିଆୟାଇଥାଏ।
ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି। ସମାନଙ୍କେ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।
ତୁମ୍ଭମାନେେ କୁହ, ନା, ଆମ୍ଭମାନେେ ଅଶ୍ବ ରେ ପଳାଇବୁ।' ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚାଧାବନ କରିବେ। ତୁମ୍ଭମାନେେ ଦ୍ରୁତଗାମୀ ବାହନ ରେ ଗଲେ ମଧ୍ଯ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହବେେ।
ମୁଁ ସମାନଙ୍କେ ପ୍ରତି କଠାେର ହବେି ଓ ଆଣିବି ଯାହା ସମାନେେ ଭୟ କରନ୍ତି କାରଣ ସମାନେେ ଉତ୍ତର କଲେ ନାହିଁ, ଯେତବେେଳେ ମୁଁ ସମାନଙ୍କେୁ ଡ଼ାକିଲି ଏବଂ ଶୁଣିଲେ ନାହିଁ ଯେତବେେଳେ ସମାନେେ କୁହା ହେଲେ। ସମାନେେ ସବୁକିଛି କଲେ ଯାହା ମାରେ ଚକ୍ଷୁ ରେ ମନ୍ଦ ବୋଲି ବୁଝା ହେଲା। ସମାନେେ ଜିନିଷ ମନୋନୀତ କଲେ, ଯାହା ମୁଁ ପସନ୍ଦ କଲି ନାହିଁ।
ମାତ୍ର ସିଦିକିଯ ରାଜା ଯିରିମିୟଙ୍କୁ କହିଲେ, ଯେଉଁ ୟିହୁଦି ଲୋକମାନେ କଲଦୀଯମାନଙ୍କ ପକ୍ଷକୁ ୟାଇଅଛନ୍ତି, ସମାନଙ୍କେୁ ମୁଁ ଭୟ କରୁଛି। ସମାନେେ ହୁଏତ ମାେତେ ସମାନଙ୍କେ ହସ୍ତ ରେ ସମର୍ପଣ କରିବେ। ଆଉ ସମାନେେ ମାେତେ ଆଘାତ ଦବେେ।
ଆଉ ମଧ୍ଯ ତୁମ୍ଭମାନେେ ଯଦି କହିବ, 'ଆମ୍ଭମାନେେ ମିଶର ଦେଶକୁ ୟିବା ଓ ସଠାେ ରେ ବାସ କରିବା, ସଠାେ ରେ ଆମ୍ଭମାନେେ ୟୁଦ୍ଧ ଦେଖିବା ନାହିଁ କି ତୂରୀଶବ୍ଦ ଶୁଣିବା ନାହିଁ କିଅବା ସଠାେ ରେ ଆମ୍ଭମାନେେ ଖାଦ୍ୟର ଅଭାବ ଭୋଗିବା ନାହିଁ।'
ତୁମ୍ଭମାନେେ ଯେଉଁ ଖଡ୍ଗକୁ ଭୟ କରୁଛ ତାହା ତୁମ୍ଭମାନଙ୍କ ପେଛ ପେଛ ୟାଇ ମିଶର ରେ ତୁମ୍ଭମାନଙ୍କୁ ଧରିବ ଓ ଯେଉଁ ଦୁର୍ଭିକ୍ଷ ବିଷଯ ରେ ତୁମ୍ଭମାନେେ ଭୟଭୀତ, ତାହା ମିଶର ଦେଶ ରେ ତୁମ୍ଭମାଙ୍କ ପେଛ ପେଛ ଲାଗି ରହିବ ଓ ସହେିଠା ରେ ତୁମ୍ଭମାନେେ ମରିବ।
ଯେଉଁମାନେ ମିଶର ରେ ପ୍ରବାସ କରିବା ପାଇଁ ସ୍ଥିର କରିଛନ୍ତି। ସମାନଙ୍କେ ପାଇଁ ଏହି ପ୍ରକାର ଘଟିବ। ସମାନେେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବେ। ପୁଣି ଆମ୍ଭେ ସମାନଙ୍କେ ପ୍ରତି ଯେଉଁ ଅମଙ୍ଗଳ ଘଟାଇବା ସେଥିରୁ ସମାନଙ୍କେ ମଧ୍ଯରୁ କହେି ଉଦ୍ଧାର ପାଇବେ ନାହିଁ।'
ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶ ରେ ପ୍ରବାସ କରିବା ପାଇଁ ସଠାେକୁ ୟିବା ଲାଗି ଆଗ୍ରହୀ ହାଇେଅଛନ୍ତି, ଆମ୍ଭେ ସମାନଙ୍କେୁ ଧରିବା। ସମାନେେ ସମସ୍ତେ ଲୁପ୍ତ ହବେେ, ମିଶର ଦେଶ ରେ ପତିତ ହବେେ। ଖଡ୍ଗ ଓ ଦୁର୍ଭିକ୍ଷ ରେ ସମାନେେ ଲୁପ୍ତ ହବେେ। କ୍ଷୁଦ୍ର ଓ ମହାନ୍ ସମସ୍ତେ ଖଡ୍ଗ ଓ ଦୁର୍ଭିକ୍ଷ ରେ ମରିବେ। ଆଉ ସମାନେେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖ ରେ ଅଭିଶାପ, ବିସ୍ମଯ, ଶାପ ଓ ନିନ୍ଦାର ପାତ୍ର ହବେେ।
ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।
ଯଦି ଆମ୍ଭେ ତାକୁ ଏଭଳି କାର୍ୟ୍ଯ କରିବା ପାଇଁ ଛାଡିଦବୋ, ତାହାକୁ ସମସ୍ତେ ବିଶ୍ବାସ କରିବେ। ତା'ପରେ ରୋମୀୟମାନେ ଆସି ଆମ ମନ୍ଦିର ଓ ଆମ୍ଭ ଜାତି ଉଭୟକୁ ନଷ୍ଟ କରି ଦବେେ।
ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରି ଦେଲେ। ସମାନେେ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି ଦେଲେ। ସହେି ଯିହୂଦୀମାନେ ଆମ୍ଭକୁ ସହେି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କଲେ। ପରମେଶ୍ବର ସମାନଙ୍କେଠା ରେ ସନ୍ତୁଷ୍ଟ ନୁହଁନ୍ତି। ସମାନେେ ସମଗ୍ର ମାନବ ଜାତିର ବିରୋଧୀ।