Home Bibles ଯାତ୍ରା ପୁସ୍ତକ 9:13 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 9:13 · ଓଡ଼ିଆ ବାଇବେଲ

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ, ପ୍ରଭାତରୁ ଉଠି ଓ ଫାରୋଙ୍କ ନିଟକୁ ୟାଅ। ତାଙ୍କୁ କୁହ ଏବ୍ରୀଯ ଲୋକମାନଙ୍କର ସଦାପ୍ରଭୁ ପରମେଶ୍ବର କହନ୍ତି, ' ମାରେ ଲୋକମାନଙ୍କୁ ମାରେ ଉପାସନା ପାଇଁ ଛାଡ।

Cross references

ଯାତ୍ରା ପୁସ୍ତକ 7:15

ପ୍ରଭାତ ରେ, ଫାରୋ ନଦୀକୁ ଯିବେ। ନଦୀ କୂଳ ରେ ଫାରୋଙ୍କୁ ଅପେକ୍ଷା କର। ସହେି ଆଶାବାଡିକୁ ତୁମ୍ଭ ସହିତ ନିଅ ଯାହା ସର୍ପ ହାଇେ ୟାଇଥିଲା।

ଯାତ୍ରା ପୁସ୍ତକ 8:20

ପରମେଶ୍ବର ମାଶାଙ୍କେୁ କହିଲେ, ପ୍ରଭାତରୁ ଉଠି ଫାରୋଙ୍କ ନିକଟକୁ ୟାଅ। ସେ ଯେତବେେଳେ ନଦୀକୂଳକୁ ୟିବ। ଏହିପରି କୁହ ସଦାପ୍ରଭୁ କହିଲେ, ' ମାରେ ଲୋକମାନଙ୍କୁ ଛାଡ ସମାନେେ ମାରେ ଉପାସନା କରିବେ।

ଯାତ୍ରା ପୁସ୍ତକ 9:1

ଏହାପରେ ସଦାପ୍ରଭୁ ମାଶାଙ୍କେୁ ଫାରୋଙ୍କ ନିକଟକୁ ୟାଇ କହିବାକୁ କହିଲେ, ସଦାପ୍ରଭୁ ଏବ୍ରୀଯମାନଙ୍କର ପରମେଶ୍ବର କହନ୍ତି, ' ମାରେ ଲୋକମାନଙ୍କୁ ୟିବାକୁ ଦିଅ, ଯାହାଫଳ ରେ ସମାନେେ ମାେତେ ଉପାସନା କରି ପାରିବେ।

ଯାତ୍ରା ପୁସ୍ତକ 9:2

ଯଦି ତୁମ୍ଭେ ଏପରି କର ଓ ମାରେ ଲୋକମାନଙ୍କୁ ୟିବାକୁ ନଦିଅ।

Interlinear

Choose Theme