Cross references
ତହିଁରେ ନୋହ ସହେିପରି କଲେ। ନୋହ ପରମେଶ୍ବରଙ୍କ ଆଜ୍ଞା ପାଳନ କଲେ।
ପୃଥିବୀର ସମସ୍ତ ଜାତି ତୁମ୍ଭର ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରାପ୍ତ ହବେେ। ଆମ୍ଭେ ଏପରି କରିବୁ କାରଣ ତୁମ୍ଭେ ମାରେ ବାକ୍ଯ ମାନିଅଛ।
ତୁମ୍ଭର ଭାଇ ହାରୋଣଙ୍କୁ ମାରେସମସ୍ତ ଆଜ୍ଞା କୁହ। ସେ ରାଜା ଫାରୋଙ୍କୁ କହିବ, ମୁଁ ଯାହାସବୁ କହିଅଛି, ଫାରୋ ନିଶ୍ଚଯ ଇଶ୍ରାୟେଲୀୟ ଲୋକମାନଙ୍କୁ ତାଙ୍କ ଦେଶରୁ ବାହାରକୁ ୟିବାକୁ ଛାଡ଼ି ହବେ।
ତେଣୁ ମାଶାେ ଏବଂ ହାରୋଣ ଫାରୋଙ୍କ ନିକଟକୁ ଗଲେ ଏବଂ ସଦାପ୍ରଭୁଙ୍କ କହିବା ମୁତାବକ କର୍ୟ୍ଯମାନ କଲେ। ହାରୋଣ ତାଙ୍କର ଆଶାବାଡିଟିକୁ ଭୂମିରେ ପକାଇଲେ। ଯେତବେେଳେ ଫାରୋ ଏବଂ ତାଙ୍କର କର୍ମକର୍ତ୍ତାଗଣ ଚାହିଁଥିଲେ ସମାନଙ୍କେ ସମ୍ମୁଖ ରେ ଆଶାବାଡ଼ିଟି ସର୍ପରେ ପରିଣତ ହାଇଗେଲା।
ତେଣୁ ମାଶାେ ଏବଂ ହାରୋଣ ସଦାପ୍ରଭୁଙ୍କର ଆଜ୍ଞାନୁ ସେ ରେ କାର୍ୟ୍ଯ କଲେ। ହାରୋଣ ତାଙ୍କର ହସ୍ତ ପ୍ରସାରଣ କରି ତାଙ୍କର ଆଶାବାଡ଼ି ଦ୍ବାରା ନିଳନଦୀର ଜଳକୁ ସ୍ପର୍ଶ କଲେ। ସେ ଏପରି ଫାରୋ ଓ ତାଙ୍କର କର୍ମଚାରୀମାନଙ୍କ ସମ୍ମୁଖ ରେ କଲେ। ତେଣୁ ନଦୀର ସମସ୍ତ ଜଳ ରକ୍ତ ରେ ପରିଣତ ହାଇଗେଲା।
ଏହି ଆଜ୍ଞା ସଦାପ୍ରଭୁ, ମାଶାେ ଏବଂ ହାରୋଣଙ୍କୁ ଦଇେଥିଲେ। ତେଣୁ ଇଶ୍ରାୟେଲର ଲୋକମାନେ ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ କର୍ମମାନ କଲେ।
ମାଶାେ ସହେି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷପେ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡିକ ଠିକ୍ ଭାବରେ ହାଇେଥିଲା। ତେଣୁ ମାଶାେ ସମାନଙ୍କେୁ ଆଶୀର୍ବାଦ କଲେ।
ମାଶାେ ସଦାପ୍ରଭୁଙ୍କ ସମସ୍ତ ନିଯମ ମାନି ତାଙ୍କର ଆଜ୍ଞା ଅନୁୟାଯୀ କାର୍ୟ୍ଯମାନ କଲେ।
ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦଇେଅଛ।
ମୁଁ ମାରେ ପରମପିତାଙ୍କର ଆଜ୍ଞା ମାନିଛି ଓ ମୁଁ ତାହାଙ୍କ ପ୍ ରମେ ରେ ରହିଛି। ସହେିପରି ତୁମ୍ଭେ ଯଦି ମାରେ ଆଜ୍ଞା ପାଳନ କରିବ, ତୁମ୍ଭେ ମାେ ପ୍ ରମେ ରେ ରହିବ।
ତୁମ୍ଭେ ଯଦି ମାେ କହିବା ଅନୁଯାଯୀ କାମ କର, ତବେେ ତୁମ୍ଭମାନେେ ମାରେ ବନ୍ଧୁ।