Home Bibles ☰ Books ଯାତ୍ରା ପୁସ୍ତକ 7:22 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 7:22 · ଓଡ଼ିଆ ବାଇବେଲ

ମନ୍ତ୍ରଜ୍ଞମାନେ ତାଙ୍କର ଗୁପ୍ତ ୟାଦୁବିଦ୍ଯା ପ୍ରଯୋଗ କରି ଠିକ୍ ଏପରି କଲେ। ଫାରୋ ପୁଣି ଦୃଢ଼ ହେଲ ହୃଦଯ କଠିନ କଲେ ଏବଂ ସେ ସମାନଙ୍କେର କଥା ଶୁଣିଲେ ନାହିଁ। ଏହା ଠିକ୍ ସଦାପ୍ରଭୁଙ୍କର ଆଜ୍ଞାନୁସା ରେ ଘଟିଲା।

Cross references

ଯାତ୍ରା ପୁସ୍ତକ 7:11

ତେଣୁ ଫାରୋ ତାଙ୍କର ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଡାକିଲେ। ସମାନେେ ମଧ୍ଯ ହାରୋଣଙ୍କ ପରି ତାଙ୍କ ଗୁପ୍ତ ୟାଦୁ ବିଦ୍ଯା ପ୍ରଯୋଗ କରି ଆଶାବାଡିକୁ ସର୍ପରେ ପରିଣତ କରି ଦେଲେ।

ଯାତ୍ରା ପୁସ୍ତକ 7:13

ତଥାପି ଫାରୋ ଦୃଢ ହେଲ ଲୋକମାନଙ୍କୁ ୟିବାକୁ ଅନୁମତି ଦେଲେ ନାହିଁ। ଏହା ସହେିପରି ହାଇେଥିଲା ଯେପରି ସଦାପ୍ରଭୁ ହବେ ବୋଲି କହିଥିଲେ। ଫାରୋ ମାଶାେ ଓ ହାରୋଣଙ୍କର କଥା ଶୁଣିଲେ ନାହିଁ।

ଯାତ୍ରା ପୁସ୍ତକ 8:7

ମନ୍ତ୍ରଜ୍ଞ ମଧ୍ଯ ସମାନଙ୍କେର ଗୁପ୍ତ ୟାଦୁବିଦ୍ଯା ବଳ ରେ ଠିକ୍ ସହପରେି ବେଙ୍ଗମାନଙ୍କୁ ବାହାର କରିପାରିଲେ। ଯେଉଁଥିପାଇଁ ସମଗ୍ର ମିଶରର ବେଙ୍ଗ ରେ ପରିପୂର୍ଣ୍ଣ ହାଇଗେଲା।

ଯିରିମିୟ 27:18

ଆଉ ଯଦି ସମାନେେ ଭବିଷ୍ଯଦବକ୍ତା ଅଟନ୍ତି ଓ ସଦାପ୍ରଭୁଙ୍କର ବାକ୍ଯ ସମାନଙ୍କେଠା ରେ ଥାଏ, ତବେେ ସମାନେେ ସଦାପ୍ରଭୁଙ୍କ ଗୃହ ରେ, ଯିହୁଦାର ରାଜଗୃହ ରେ ଓ ୟିରୁଶାଲମ ରେ ଯେଉଁ ସମସ୍ତ ପାତ୍ର ଅବଶିଷ୍ଟ ଅଛି ତାହା ଯେପରି ବାବିଲକୁ ନ ୟାଏ, ଏଥିପାଇଁ ସୈନ୍ଯାଧିପତି ସଦାପ୍ରଭୁଙ୍କୁ ବୀନତି କରନ୍ତୁ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 3:8

ସମାନେେ ମାଶାଙ୍କେୁ ବି ରୋଧ କରିଥିଲେ। ସହେିଭଳି ଏହି ଲୋକମାନେ ମଧ୍ଯ ସତ୍ଯର ବିରୋଧ କରନ୍ତି, ସମାନଙ୍କେର ମନ ବିପଥଗାମୀ। ଈଶ୍ବର ବିଶ୍ବାସର ଅନୁସରଣ କରିବା ରେ ଏମାନେ ବିଫଳ ହାଇେଛନ୍ତି।

Interlinear

Choose Theme