ଯାତ୍ରା ପୁସ୍ତକ 5:7 · ଓଡ଼ିଆ ବାଇବେଲ
ତୁମ୍ଭମାନେେ ସମାନଙ୍କେୁ ଇଟା ପାଇଁ ନଡା ଦେଉଥିଲ। ସମାନଙ୍କେୁ ଆଉ ପାଳ ଦିଅ ନାହିଁ। ସମାନେେ ନିଜପାଳ ନିଜେ ସଂଗ୍ରହ କରନ୍ତୁ।
Cross references
ଆଦି ପୁସ୍ତକ 24:25
ଏହାପରେ ସେ ମଧ୍ଯ କହିଲେ, ଆଜ୍ଞା ହଁ ତୁମ୍ଭ ଓଟମାନଙ୍କ ଖାଇବା ପାଇଁ ଆମ୍ଭର ନଡ଼ା ଅଛି ଓ ତୁମ୍ଭର ବିଶ୍ରାମ ପାଇଁ ଆମ୍ଭର ସ୍ଥାନ ଅଛି।
ବିଚାରକର୍ତାମାନଙ୍କ ବିବରଣ 19:19
ଆମ୍ଭମାନଙ୍କ ପାଖ ରେ ଆମର ଗଧପାଇଁ ନଡା ଓ ଶସ୍ଯ ଅଛି। ମାେ ପାଇଁ ମାରେ ଉପପତ୍ନୀ ପାଇଁ ଓ ମାରେ ସବେକମାନଙ୍କ ପାଇଁ ଯେଉଁମାନେ ମାେ ସହିତ ଅଛନ୍ତି, ସମାନଙ୍କେ ପାଇଁ ପ୍ରଚକ୍ସ୍ଟର ରୋଟୀ ଓ ଦ୍ରାକ୍ଷାରସ ଅଛି। ଆମ୍ଭମାନେେ କିଛି ଅଭାବ ବୋଧ କରୁ ନାହକ୍ସ୍ଟଁ।