Home Bibles ଯାତ୍ରା ପୁସ୍ତକ 5:17 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 5:17 · ଓଡ଼ିଆ ବାଇବେଲ

ଫାରୋ ଉତ୍ତର ଦେଲେ, ତୁମ୍ଭମାନେେ ଅଳସୁଆ। ତୁମ୍ଭମାନେେ କାର୍ୟ୍ଯ କରୁନାହଁ, ଯେଉଁଥିପାଇଁ ତୁମ୍ଭମାନେେ ୟିବାପାଇଁ ମାେତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭମାନେେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ବଳି ଉତ୍ସର୍ଗ ଦବୋକୁ ଚାହିଁଲ।

Cross references

ଯାତ୍ରା ପୁସ୍ତକ 5:8

କିନ୍ତୁ ସମାନେେ ପୂର୍ବପରି ଯେତେ ସଂଖ୍ଯକ ଇଟା ତିଆରି କରୁଥିଲେ, ସମାନଙ୍କେୁ ସତେିକ ଇଟା ତିଆରି କରାଅ। ସମାନେେ ଅଳସୁଆ ହାଇେଛନ୍ତି। ଯେଉଁଥିପାଇଁ ସମାନେେ ୟିବାପାଇଁ ମାେତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ୟ୍ଯ କରିବାକୁ ଇଚ୍ଛା ନାହିଁ। ଯେଣୁ ସମାନେେ ସମାନଙ୍କେର ପରମେଶ୍ବରଙ୍କ ପାଇଁ ବଳିଦାନ ଉତ୍ସର୍ଗ କରିବାକୁ ଚାହୁଛନ୍ତି।

ମାଥିଉଲିଖିତ ସୁସମାଚାର 26:8

ଯୀଶୁଙ୍କ ଶିଷ୍ଯମାନେ ଏହା ଦେଖି ଅତ୍ଯନ୍ତ ରାଗିଗଲେ। ସମାନେେ କହିଲେ, ଏତେ ଅପବ୍ଯୟ କାହିଁକି?

ଯୋହନଲିଖିତ ସୁସମାଚାର 6:27

ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହାଇଯୋଏ। ତେଣୁ ତୁମ୍ଭେ ସହେିଭଳି ଖାଦ୍ୟ ପାଇବା ପାଇଁ କାର୍ୟ୍ଯ କର ନାହିଁ, ବରଂ ତୁମ୍ଭମାନେେ ଏଭଳି କର ଯାହା ଭଲ ହାଇେ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦବେ। ମନୁଷ୍ଯ ପୁତ୍ର ସହେିପରି ଖାଦ୍ୟ ତୁମ୍ଭକୁ ଦବେେ। ପରମେଶ୍ବର ଦଖାଇେଛନ୍ତି ଯେ, ସେ ମନୁଷ୍ଯ ପୁତ୍ରଙ୍କ ସହିତ ଅଛନ୍ତି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 3:10

ତୁମ୍ଭମାନଙ୍କ ସହିତ ଥିଲା ବେଳେ ଆମ୍ଭେ ତୁମ୍ଭମାନଙ୍କୁ ଗୋଟିଏ ନିୟମ ଶିଖାଇଥିଲୁ : ଯଦି ଜଣେ କାମ ନ କରିବ, ତା' ହେଲେ ସେ ଖାଇବ ନାହିଁ।

Interlinear

Choose Theme