ଯାତ୍ରା ପୁସ୍ତକ 5:15 · ଓଡ଼ିଆ ବାଇବେଲ
ଏହାପରେ ଇଶ୍ରାୟେଲୀୟ କାର୍ୟ୍ଯଦକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସମାନେେ ଅଭିଯୋଗ କରି କହିଲେ ଆମ୍ଭମାନେେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ଯବହାର କରୁଛ?
Cross references
ଯାତ୍ରା ପୁସ୍ତକ 1:11
ମିଶରୀଯ ଲୋକମାନେ ସମାନଙ୍କେୁ କଠିନ ପରିଶ୍ରମ ଦ୍ବାରା ଅବମାନିତ କରିବାକୁ ସ୍ଥିର କଲେ। ତେଣୁ ମିଶରୀଯମାନେ ସମାନଙ୍କେ ପାଇଁ କ୍ରୀତଦାସ ମୁନିବମାନଙ୍କୁ ନିୟୁକ୍ତି ଦେଲେ। ସମାନେେ ପିଥୋମ୍ ଓ ରାମିଷେଷ୍ ନିର୍ମାଣ କଲେ, ଯେଉଁଠା ରେ ଫାରୋ ଖାଦ୍ୟ ଶସ୍ଯ ରଖୁଥିଲେ।
ଆୟୁବ ପୁସ୍ତକ 3:18
ଏପରିକି ବନ୍ଦୀମାନେ ମଧ୍ଯ କବର ରେ ଶାନ୍ତି ପାଆନ୍ତି କାରଣ ସଠାେରେ ଜଗୁଆଳିର ଶବ୍ଦ ଶୁଣାୟାଏ ନାହିଁ।