Home Bibles ଯାତ୍ରା ପୁସ୍ତକ 5:11 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 5:11 · ଓଡ଼ିଆ ବାଇବେଲ

ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନରେଖ ପୂର୍ବପରି ତୁମ୍ଭମାନେେ ଯେତେ ସଂଖ୍ଯକ ଇଟା ନିର୍ମାଣ କରୁଥିଲ ସତେିକି ସଂଖ୍ଯକ ଇଟା ତିଆରି କରିବ।

Cross references

ଯାତ୍ରା ପୁସ୍ତକ 5:13

କ୍ରୀତଦାସମାନଙ୍କର ମୁନିବମାନେ ସମାନଙ୍କେର କାର୍ୟ୍ଯକୁ କଠିନ କରାଇଲେ ଏବଂ ସମାନଙ୍କେୁ ବାଧ୍ଯ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ।

Interlinear

Choose Theme