Home Bibles ଯାତ୍ରା ପୁସ୍ତକ 39:24 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 39:24 · ଓଡ଼ିଆ ବାଇବେଲ

ସମାନେେ ଚୋଗାର ଅଞ୍ଚଳର ଚାରି ପାଖ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣ ବଳା ସୂତ୍ର ରେ ଡାଳିମ୍ବ ନିର୍ମାଣ କଲେ।

Cross references

ଯାତ୍ରା ପୁସ୍ତକ 28:33

ତୁମ୍ଭେ ତହିଁର ଅଞ୍ଚଳର ଚତୁର୍ଦ୍ଦିଗ ରେ ନୀଳ, ଧୂମ୍ର ଓ ସିନ୍ଦୁର ବର୍ଣ୍ଣର ଡାଳିମ୍ବ କରିବ। ଆଉ ଚାରି ଦିଗ ରେ ତହିଁ ମଧିଅରେ ସ୍ବର୍ଣଘଣ୍ଟି ରହିବ।

ଗାଲାତୀୟଙ୍କ ପ୍ରତି ପତ୍ର 5:22

ମାତ୍ର ପବିତ୍ର ଆତ୍ମା ଆମ୍ଭକୁ ଏହିଗୁଡ଼ିକ ପ୍ରଦାନ କରନ୍ତି : ପ୍ ରମେ, ଆନନ୍ଦ, ଶାନ୍ତି, ର୍ଧୈୟ୍ଯ, ଦୟାଭାବ, ଉଦାରତା, ବିଶ୍ବସ୍ତତା,

Interlinear

Choose Theme