Home Bibles ଯାତ୍ରା ପୁସ୍ତକ 38:23 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 38:23 · ଓଡ଼ିଆ ବାଇବେଲ

ଦାନ ପରିବାରବର୍ଗର ଅହୀଷାମକଙ୍କ ପୁତ୍ର ଅହଲୀଯାବ ଖାଦେନ କାର୍ୟ୍ଯ ରେ, ରୂପାଙ୍କନ କରିବା ରେ, ନୀଳ ବାଇଗଣୀ ଓ ଲାଲ ବସ୍ତ୍ର ବୁଣିବା ରେ ନିପୁଣ ଥିଲେ ଓ ସେ ତାଙ୍କର ସହକାରୀ ଥିଲେ।

Cross references

ଯାତ୍ରା ପୁସ୍ତକ 31:2

ଆମ୍ଭେ ଯିହୁଦା ପରିବାରବର୍ଗର ଜଣେ ବ୍ଯକ୍ତିକୁ ବାଛି ଅଛୁ ୟିଏକି ଆମ୍ଭ ପାଇଁ ଏକ ବିଶଷେ କାର୍ୟ୍ଯ କରିବ। ସେ ହେଉଛି ହୂରର ପୌତ୍ର, ଉରିର ପୁତ୍ର ବତ୍ସଲଲେ।

ଯାତ୍ରା ପୁସ୍ତକ 31:6

ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।

ଯାତ୍ରା ପୁସ୍ତକ 35:34

ସଦାପ୍ରଭୁ ବତ୍ସଲଲେ ଓ ଅହଲୀଯାବକୁ ପ୍ରବୃତ୍ତ ଦେଲେ ଯେଉଁଥି ରେ ସମାନେେ ଲୋକମାନଙ୍କୁ ଏ ବିଷଯ ରେ ଶିକ୍ଷା ଦଇେ ପାରିବେ। ଅହଲୀଯାବ ଥିଲେ ଅହୀଷାମଙ୍କର ପୁତ୍ର, ୟିଏ କି ଦାନ ପରିବାରବର୍ଗ ଥିଲେ।

ଯାତ୍ରା ପୁସ୍ତକ 36:1

ତେଣୁ ବତ୍ସଲଲେ, ଅହଲୀଯାବ ଏବଂ ପ୍ରେତ୍ୟକକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀଯ କାର୍ୟ୍ଯ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସମାନଙ୍କେୁ ପବିତ୍ର ସ୍ଥାନ ସମ୍ବନ୍ଧୀଯ ସମସ୍ତ କାର୍ୟ୍ଯ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦଇେଥିଲେ।

Interlinear

Choose Theme