Home Bibles ଯାତ୍ରା ପୁସ୍ତକ 38:15 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 38:15 · ଓଡ଼ିଆ ବାଇବେଲ

ଅନ୍ୟ ପାଶର୍‌ବ ପାଇଁ ପରଦାର କାନ୍ଥ ପନ୍ଦର ହାତ ଲମ୍ବ ଥିଲା। ପ୍ରାଙ୍ଗଣର ଦ୍ବାର ସନ୍ନିକଟ ଏକ ପାଶର୍‌ବସ୍ଥ ଓ ଅନ୍ୟ ପ୍ରାଶର୍‌ବସ୍ଥ ପନ୍ଦର ହାତ ପରଦା ଥିଲା। ଏହାର ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।

Cross references

No cross references available for this verse.

Interlinear

Choose Theme