ଯାତ୍ରା ପୁସ୍ତକ 37:3 · ଓଡ଼ିଆ ବାଇବେଲ
ସେ ସୁବର୍ଣ୍ଣର ଚାରୋଟୀ କଡାକରି ଚାରି କଣ ରେ ଲଗାଇଲେ। ଏବଂ ଦୁଇ ପାଶର୍ବ ରେ ଦୁଇଟି କଡା ଥିଲା।
Cross references
ପ୍ରଥମ ବଂଶାବଳୀ 15:15
ମାଶାେ ଯେଉଁପରି ଆଦେଶ ଦଇେଥିଲେ, ସହେିପରି ଭାବରେ ନିଯମସିନ୍ଦୁକକୁ ବହି ନଇୟିବୋ ନିମନ୍ତେ ଲବେୀୟମାନେ ବିଶଷେ କାଷ୍ଠଦଣ୍ଡର ବ୍ଯବହାର କଲେ। ସଦାପ୍ରଭୁ ଯେଉଁପରି କହିଥିଲେ, ଠିକ୍ ସହେିପରି ସମାନେେ ନିଯମସିନ୍ଦୁକକୁ ବହି ନେଲେ।
ଦିତୀୟ ବଂଶାବଳୀ 5:8
ନିଯମ-ସିନ୍ଦୁକ ଥିବା ସ୍ଥାନ ଉପରେ କିରୁବଦୂତଗଣ ସମାନଙ୍କେର ପକ୍ଷ ବିସ୍ତାର କରି ରହିଥିଲେ। କିରୁବଦୂତଗଣ ନିଯମ ସିନ୍ଦୁକ ଓ ସିନ୍ଦୁକକୁ ବହି ନଇୟିବୋ ଖମ୍ବଗୁଡ଼ିକ ଉପରେ ଦଣ୍ଡାଯମାନ ଥିଲେ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।