ଶଷେ ରେ, ପବିତ୍ର ସ୍ଥାନର ନିପୂଣ କର୍ମକର୍ତ୍ତାଗଣ କାର୍ୟ୍ଯ ଛାଡି ମାଶାଙ୍କେ ନିକଟକୁ କହିବା ପାଇଁ ଗଲେ।
Cross references
ଯେଉଁ ବ୍ଯକ୍ତିମାନେ ତତ୍ତ୍ବାବଧାନ କାର୍ୟ୍ଯ କରୁଥିଲେ, ସମାନେେ ଅତି ବିଶ୍ବସ୍ତ ଥିଲେ। ସଦାପ୍ରଭୁଙ୍କ ପୁନଃନିର୍ମାଣ କାର୍ୟ୍ଯ ସଫଳ ହେଲା। ପରମେଶ୍ବରଙ୍କ ମନ୍ଦିର ପୂର୍ବରୁ ଯେଉଁପରି ଥିଲା, ସମାନେେ ତାହାକୁ ସେପ୍ରକାର ନିର୍ମାଣ କଲେ ଓ ସମାନେେ ତାହାକୁ ଆହୁରି ତୁଚ୍ଛ କଲେ।
କିଏ ବିଶ୍ବାସ ଯୋଗ୍ଯ ଓ ବିଜ୍ଞ ଚ଼ାକର? ୟିଏ ଅନ୍ୟ ଚ଼ାକରମାନଙ୍କୁ ଠିକ୍ ସମୟରେ ସମାନଙ୍କେର ଖାଦ୍ୟ ଦବେ, ମାଲିକ ସହେିଭଳି ଚ଼ାକରକୁ ବିଶ୍ବାସ କରିଥାନ୍ତି। କିଏ ସେ ଚ଼ାକର, ସହେି କାମ କରିବା ପାଇଁ, ସେ କେଉଁ ଚ଼ାକରକୁ ବିଶ୍ବାସ କରିବେ?
ଏହା ଶୁଣି ଯୀଶୁ କହିଲେ, ବିଶ୍ବାସୀ ଓ ବୁଦ୍ଧିମାନ ସବେକ କିଏ? ମାଲିକ ଅନ୍ୟ ସବେକ ମାନଙ୍କୁ ସମାନଙ୍କେର ଖାଦ୍ୟ ଠିକ୍ ସମୟରେ ଦବୋ ପାଇଁ ଜଣେ ଚାକରକୁ ଦାଯିତ୍ବ ଦଇେଥାନ୍ତି, ଯାହାକୁ ଏ କାମ କରିବା ପାଇଁ ମାଲିକ ବିଶ୍ବାସ କରିବସେ ସେ ସବେକ କିଏ?
ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ବରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ଯବହାର କଲି। ଅନ୍ୟମାନେ ସହେି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରେତ୍ୟକକ ଲୋକ ନିର୍ମାଣ କଲା ବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟ ରେ ସତର୍କ ହବୋ ଉଚିତ୍।