Home Bibles ଯାତ୍ରା ପୁସ୍ତକ 36:29 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 36:29 · ଓଡ଼ିଆ ବାଇବେଲ

ଏହି ପଟାଗୁଡିକର ତଳେ ଏକତ୍ର କରି ୟୋଡା ଗଲା। ଏବଂ ଉପରେ ଏକ କଡା ଦ୍ବାରା ୟୋଡ ରହିଲା। ଏହିପରି ଭାବରେ ସହେି କୋଣ ପଟା ଦ୍ବଯ ଏକତ୍ର ହାଇେ ରହିଲା। ସମାନେେ ଉଭୟ କୋଣ ପାଇଁ ଏକା ପ୍ରକାର କଲେ।

Cross references

ଯାତ୍ରା ପୁସ୍ତକ 26:24

ତହିଁ ତଳେ ୟୋଡ ହବେ ଓ ସହେିପରି ତହିଁ ମୁଣ୍ଡ ରେ ପ୍ରଥମ କଡା ନିକଟରେ ୟୋଡ ହବେ, ଏହିପରି ଦୁଇଥର ହବେ। ତାହା ସବୁ ଦୁଇ କଣ ନିମନ୍ତେ ହବେ।

ଗୀତସଂହିତା 122:3

ୟିରୁଶାଲମ ସହର ଭଳି ତିଆରି ହାଇେଅଛି, ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହବୋ ଉଚିତ୍।

ଗୀତସଂହିତା 133:1

ଏହା କଡ଼େେ ଭଲ ଓ ବଡ଼ ଆନନ୍ଦର କଥା ଯେତବେେଳେ ସବୁ ଭାଇମାନେ ଏକତ୍ର ଜୀବନୟାପନ କରନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:46

ପ୍ରତିଦିନ ସମାନେେ ଏକାଠି ହାଇେ ଉପାସନା ମନ୍ଦିର ରେ ପରସ୍ପରକୁ ଭଟେୁଥିଲେ। ସେ ସମସ୍ତଙ୍କର ଲକ୍ଷ୍ଯ ଏକ ଥିଲା। ସମାନେେ ସମାନଙ୍କେ ଘ ରେ ଏକତ୍ର ଖାଉଥିଲେ, ଏବଂ ଆନନ୍ଦପୂର୍ଣ୍ଣ ହୃଦୟ ରେ ପରସ୍ପରକୁ ଏଥିର ଅଂଶୀ କରାଉଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 4:32

ବିଶ୍ବାସୀମାନଙ୍କର ଏକ ମନ, ଏକ ଆତ୍ମା ଥିଲା। ସମାନଙ୍କେ ମଧ୍ଯରୁ କହେି କୌଣସି ଜିନିଷକୁ ନିଜର ବୋଲି କହୁ ନଥିଲେ। ସମାନଙ୍କେ ପାଖ ରେ ଯାହା ଥିଲା, ସେଥି ରେ ସମସ୍ତେ ଭାଗୀଦାର ଥିଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 1:10

ହେ ଭାଇ ଓ ଭଉଣୀମାନେ, ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମ ରେ ମୁଁ ନିବଦନେ କରେ ଯେ, ତୁମ୍ଭମାନେେ ପରସ୍ପର ସହିତ ଏକମତ ହୁଅ। ଏହା ଦ୍ବାରା ତୁମ୍ଭମାନଙ୍କ ଭିତ ରେ କୌଣସି ବିଭାଜନ ହବେ ନାହିଁ। ତୁମ୍ଭମାନଙ୍କର ଚିନ୍ତାଧାରା ଓ ଲକ୍ଷ୍ଯ ସମାନ ହବୋ ଦ୍ବାରା ତୁମ୍ଭମାନେେ ସଂପୂର୍ଣ୍ଣ ସଂୟୁକ୍ତ ହୁଅ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:13

ଆମ୍ଭ ଭିତରୁ କେତକେ ହେଉଛୁ ୟିହୁଦୀ, କେତକେ ଅଣୟିହୁଦୀ, ଆମ୍ଭ ଭିତରୁ କେତକେ କ୍ରୀତଦାସ ଓ କେତକେ ସ୍ବାଧୀନ। କିନ୍ତୁ ଆମ୍ଭମାନେେ ସମସ୍ତେ ଗୋଟିଏ ଆତ୍ମା ଦ୍ବାରା ଏକ ଶରୀର ହବୋ ଉଦ୍ଦେଶ୍ଯ ରେ ବାପ୍ତିଜିତ ପ୍ରାପ୍ତ ହାଇେ ଅଛୁ। ଆମ୍ଭ ସମସ୍ତଙ୍କୁ ଗୋଟିଏ ଆତ୍ମା ମଧ୍ଯ ପ୍ରଦାନ କରାଯାଇଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:10

ପରମେଶ୍ବର ଆମ୍ଭମାନଙ୍କୁ ମୃତ୍ଯୁର ଏହି ଭୟଙ୍କର ବିପଦରୁ ଉଦ୍ଧାର କଲେ। ପରମେଶ୍ବର ସର୍ବଦା ଏପରି ଉଦ୍ଧାର କରିବେ। ଆମ୍ଭେ ତାହାଙ୍କ ଉପରେ, ଆଶାବାନ ଓ ସେ ଆମ୍ଭମାନଙ୍କୁ ସର୍ବଦା ଉଦ୍ଧାର କରିବେ।

ଏଫିସୀୟଙ୍କ ପ୍ରତି ପତ୍ର 2:15

ୟିହୁଦୀମାନଙ୍କ ବ୍ଯବସ୍ଥା ରେ ଅନକେ ଗୁଡ଼ିଏ ଆଦେଶ ଓ ନିୟମାବଳୀ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ ସେ ବ୍ଯବସ୍ଥାଟିକୁ ସମାପ୍ତ କଲେ। ଖ୍ରୀଷ୍ଟଙ୍କ ଉଦ୍ଦେଶ୍ଯ ଥିଲା, ଏହି ଦୁଇଦଳର ଲୋକଙ୍କୁ ଏକାଠି କରି ତାହାଙ୍କଠା ରେ ନୂତନ ଲୋକ କରାଇବା। ଏହା ଦ୍ବାରା ଯୀଶୁ ଯେପରି ଶାନ୍ତି ସ୍ଥାପନ କରିପାରନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 2:19

ଅତଏବ ତୁମ୍ଭମାନେେ ଏବେ ବିଦେଶୀ ଅବା ଅପରିଚିତ ବ୍ଯକ୍ତି ନୁହଁ ମାତ୍ର ତୁମ୍ଭେ ପରମେଶ୍ବରଙ୍କ ପବିତ୍ର ଲୋକଙ୍କ ସହିତ ସହନାଗରିକ ଓ ପରମେଶ୍ବରଙ୍କ ନିଜ ପରିବାରର ଲୋକ ଅଟ।

ଏଫିସୀୟଙ୍କ ପ୍ରତି ପତ୍ର 2:21

ସମ୍ପୂର୍ଣ୍ଣ ଭବନଟି ଖ୍ରୀଷ୍ଟଙ୍କଠା ରେ ପରସ୍ପର ସହିତ ସଂୟୁକ୍ତ ହାଇେ ନିର୍ମାଣ ହାଇେଛି। ଖ୍ରୀଷ୍ଟ ସେ ଭବନକୁ ପ୍ରଭୁଙ୍କଠା ରେ ଗୋଟିଏ ପବିତ୍ର ମନ୍ଦିର ହବୋ ପାଇଁ ବୃଦ୍ଧି କରାଉଛନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 3:18

ଖ୍ରୀଷ୍ଟଙ୍କ ପ୍ ରମରେ ମହାନତାକୁ ହୃଦୟଙ୍ଗମ କରିବା ପାଇଁ ତୁମ୍ଭକୁ ଓ ପରମେଶ୍ବରଙ୍କ ପବିତ୍ରୀକୃତ ଲୋକମାନଙ୍କୁ ବୁଝିବା ଶକ୍ତି ମିଳୁ। ଯେପରି ତୁମ୍ଭେ ଏହା ମଧ୍ଯ ବୁଝି ପାର ଯେ, ସହେି ପ୍ ରମେ କେତେ ଓସାର, କେତେ ଲମ୍ବା, କେତେ ଉଚ୍ଚ, ଓ କେତେ ଗଭୀର।

ଏଫିସୀୟଙ୍କ ପ୍ରତି ପତ୍ର 4:2

ସବୁବେଳେ ନମ୍ର, ଭଦ୍ର, ର୍ଧୈୟ୍ଯବାନ ହୁଅ। ପରସ୍ପରକୁ ପ୍ ରମେ ରେ ଗ୍ରହଣ କର।

ଏଫିସୀୟଙ୍କ ପ୍ରତି ପତ୍ର 4:15

ନା ! ଆମ୍ଭେ ପ୍ ରମେ ସହକା ରେ ସତ୍ଯ କହିବା। ଆମ୍ଭେ ପ୍ରେତ୍ୟକକ ବିଷୟ ରେ ଖ୍ରୀଷ୍ଟଙ୍କ ଭଳି ବୃଦ୍ଧିପ୍ରାପ୍ତ ହବୋ। ଖ୍ରୀଷ୍ଟ ଆମ୍ଭର ମସ୍ତକ ଓ ଆମ୍ଭେ ସମସ୍ତେ ତାହାଙ୍କର ଶରୀର।

Interlinear

Choose Theme