ଯାତ୍ରା ପୁସ୍ତକ 36:18 · ଓଡ଼ିଆ ବାଇବେଲ
ଶିଳ୍ପୀମାନେ ପିତ୍ତଳର ପଚାଶଟି ମୁଦିଆ ତିଆରି କଲେ, ସହେି ୟବନିକାକୁ ଏକତ୍ର କରିବା ପାଇଁ ବା ଗୋଟିଏ ତମ୍ବୁ ନିର୍ମାଣ କରିବା ପାଇଁ।
Cross references
ଯାତ୍ରା ପୁସ୍ତକ 26:6
ଏକ ବଡ ତମ୍ବୁ କରିବା ପାଇଁ ଏହାପରେ ପଚାଶଟି ସ୍ବର୍ଣ୍ଣକପଡା ରେ ପରଦାଗୁଡିକ ୟୋଡିବ।
ଯାତ୍ରା ପୁସ୍ତକ 40:2
ପ୍ରଥମ ମାସର ପ୍ରଥମ ଦିନ ରେ ସମାଗମ ତମ୍ବୁର ପବିତ୍ର ତମ୍ବୁ ସ୍ଥାପନ କର।