Home Bibles ଯାତ୍ରା ପୁସ୍ତକ 35:1 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 35:1 · ଓଡ଼ିଆ ବାଇବେଲ

ମାଶାେ ଇଶ୍ରାୟେଲର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରାଇଲେ। ମାଶାେ ସମାନଙ୍କେୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପାଳନ କରିବା ପାଇଁ କହିଥିବା ବାକ୍ଯଗୁଡିକ ମୁଁ ତୁମ୍ଭକୁ କହିବି। ସଗେୁଡିକ ତୁମ୍ଭେ ପାଳନ କରିବ।

Cross references

ଯାତ୍ରା ପୁସ୍ତକ 20:8

ବିଶ୍ରାମଦିନଟିକୁ ପବିତ୍ର ଦିବସ ରୂପେ ପାଳନ କରିବାକୁ ସ୍ମରଣ କର।

ଯାତ୍ରା ପୁସ୍ତକ 25:1

ସଦାପ୍ରଭୁ ମାଶାଙ୍କେୁ କହିଲେ,

ଯାତ୍ରା ପୁସ୍ତକ 31:1

ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

ଯାତ୍ରା ପୁସ୍ତକ 34:32

ଏହାପରେ ଇଶ୍ରାୟେଲର ସମସ୍ତ ଲୋକେ ମାଶାଙ୍କେ ନିକଟକୁ ଆସିଲେ। ଏହାପରେ ମାଶାେ ସମାନଙ୍କେୁ ସଦାପ୍ରଭୁଙ୍କର ନିର୍ଦ୍ଦେଶ ଦେଲେ ଯାହା ସୀନଯ ପର୍ବତ ରେ ସଦାପ୍ରଭୁ ମାଶାଙ୍କେୁ କହିଥିଲେ।

ମାଥିଉଲିଖିତ ସୁସମାଚାର 7:21

ମାେତେ 'ପ୍ରଭୁ' 'ପ୍ରଭୁ' କହୁଥିବା ପ୍ରେତ୍ୟକକ ଲୋକ ସ୍ବର୍ଗରାଜ୍ଯ ରେ ପ୍ରବେଶ କରିବେ ନାହିଁ। ଯେଉଁ ଲୋକ ସ୍ବର୍ଗ ରେ ରହୁଥିବା ମାରେ ପରମପିତାଙ୍କ ଇଚ୍ଛା ଅନୁଯାଯୀ କାମ କରେ, ସହେି ବ୍ଯକ୍ତି କବଳେ ସଠାେରେ ପ୍ରବେଶ କରିବ।

ରୋମୀୟଙ୍କ ପ୍ରତି ପତ୍ର 2:13

ବ୍ଯବସ୍ଥାକୁ କବଳେ ଶୁଣିଥିଲେ କହେି ପରମେଶ୍ବରଙ୍କ ପ୍ରତି ଧାର୍ମିକ ହାଇେ ପାରିବ ନାହିଁ। ବ୍ଯବସ୍ଥାକୁ ସମଗ୍ର ଭାବରେ ପାଳନ କଲେ ହିଁ ବ୍ଯବସ୍ଥା, ଲୋକମାନଙ୍କୁ ପରମେଶ୍ବରଙ୍କ ପ୍ରତି ଧାର୍ମିକ ବୋଲି ପ୍ରମାଣିତ କରେ।

ଯାକୁବଙ୍କ ପତ୍ 1:22

ପରମେଶ୍ବରଙ୍କ ଶିକ୍ଷାଗୁଡ଼ିକ ପାଳନ କର, କବଳେ ଯେ ଶୁଣିବ ତାହା ନୁହେଁ, କିନ୍ତୁ କାର୍ୟ୍ଯ ରେ ଦଖାଇବୋ ଦରକାର। କବଳେ ବସି ରହି ଶୁଣିବା ଦ୍ବାରା ତୁମ୍ଭେ ପ୍ରକୃତ ରେ ନିଜକୁ ଠକୁଛ।

Interlinear

Choose Theme