Home Bibles ଯାତ୍ରା ପୁସ୍ତକ 33:16 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 33:16 · ଓଡ଼ିଆ ବାଇବେଲ

କାରଣ ମୁଁ ଓ ତୁମ୍ଭର ସମସ୍ତ ଲୋକମାନେ ଯେ ତୁମ୍ଭ ଦୃଷ୍ଟି ରେ ଅନୁଗ୍ରହର ପାତ୍ର ହାଇେଅଛୁ ଏହା ଆମ୍ଭେ କିପରି ଜାଣିବା? ଯଦି ତୁମ୍ଭେ ଆମ୍ଭ ସହିତ ୟାଅ, ଆମ୍ଭମାନେେ ନିଶ୍ଚିତ ଭାବରେ ଜାଣିବୁ। ଯମେନ୍ତ ମୁଁ ତୁମ୍ଭର ଲୋକମାନେ ପୃଥିବୀସ୍ଥ ସମସ୍ତ ଲୋକମାନଙ୍କ ଠାରୁ ବିଶଷେ ଲୋକ ହବେ। ଯଦି ତୁମ୍ଭେ ଆମ୍ଭମାନଙ୍କ ସହିତ ନୟାଅ, ତବେେ ପୃଥିବୀର ଅନ୍ୟ ଲୋକମାନଙ୍କଠାରୁ ଆମ୍ଭମାନେେ ଭିନ୍ନ ନୁହଁ।

Cross references

ଯାତ୍ରା ପୁସ୍ତକ 8:22

କିନ୍ତୁ ମୁଁ ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ଯବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହବେ। ଗୋଶନ ରେ କୌଣସି ମିଛି ହବେ ନାହିଁ, ଯେଉଁଠା ରେ ମାରେ ଲୋକମାନେ ବାସ କରୁଛନ୍ତି। ଏହି ପ୍ରକା ରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ।

ଯାତ୍ରା ପୁସ୍ତକ 19:5

ତେଣୁ ସମାନଙ୍କେୁ ମାରେ ଆଜ୍ଞା ମାନିବା ପାଇଁ କୁହ। ସମାନଙ୍କେୁ ମାରେ ନିଯମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତବେେ ତୁମ୍ଭମାନେେ ମାରେ ଆପଣାର ରତ୍ନଭଣ୍ଡାର ହାଇେ ରହିବ ଯେ ହତେୁ ସମଗ୍ର ପୃଥିବୀ ମାରେ।

ଯାତ୍ରା ପୁସ୍ତକ 34:9

ହେ ସଦାପ୍ରଭୁ, ଯଦି ତୁମ୍ଭେ ମାେ ପ୍ରତି ସଦଯ, ତବେେ ଆମ୍ଭମାନଙ୍କ ସହିତ ଦୟାକରି ଆସନ୍ତୁ। ମୁଁ ଜାଣେ ଏହି ଲୋକମାନେ ଶକ୍ତଗ୍ରୀବ ଲୋକ। କିନ୍ତୁ ଦୟାକରି ଆମ୍ଭମାନଙ୍କ ପାପର କ୍ଷମା କର! ତୁମ୍ଭର ଲୋକମାନଙ୍କ ପରି ଆମ୍ଭକୁ ଗ୍ରହଣ କର।

ଯାତ୍ରା ପୁସ୍ତକ 34:10

ଏହାପରେ ସଦାପ୍ରଭୁ କହିଲେ, ମୁଁ ଏହି ନିଯମ ତୁମ୍ଭମାନଙ୍କର ସହିତ କରିଅଛି, ମୁଁ ତୁମ୍ଭମାନଙ୍କ ପ୍ରତି ଏପରି କାର୍ୟ୍ଯ କରିବି ଯେ, ପୃଥିବୀ ରେ କୌଣସି ଲୋକମାନଙ୍କ ପାଇଁ ଏପରି କରାୟାଇ ନାହିଁ। ତୁମ୍ଭମାନଙ୍କ ସହିତ ଥିବା ଲୋକମାନେ ମାରେ ମହାନତା ଜାଣି ପାରିବେ ଯେ, ମୁଁ ସଦାପ୍ରଭୁ ମହାନ। ଲୋକମାନେ ମାରେ ଆଶ୍ଚର୍ୟ୍ଯ କର୍ମମାନ ଦେଖିବେ ଯାହା ତୁମ୍ଭମାନଙ୍କ ପାଇଁ ମୁଁ କରିବି।

ଗଣନା ପୁସ୍ତକ 14:14

ପୁଣି ସମାନେେ ଏ ଦେଶ ନିବାସିମାନଙ୍କୁ ତାହା କହିବେ, ସମାନେେ ଶୁଣିଛନ୍ତି ଯେ ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କ ମଧିଅରେ ଅଛନ୍ତି, କାରଣ ତୁମ୍ଭେ ସମାନଙ୍କେୁ ପ୍ରତ୍ଯକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସମାନଙ୍କେ ଉପରେ ଅବସ୍ଥାନ କରୁଅଛି। ତୁମ୍ଭେ ଦିନ ବେଳେ ମେଘସ୍ତମ୍ଭ ରେ ଓ ରାତ୍ରି ବେଳେ ଅଗ୍ନି ସ୍ତମ୍ଭ ରେ ସମାନଙ୍କେ ଆଗେ ଆଗେ ଗମନ କରୁଅଛ।

ଗଣନା ପୁସ୍ତକ 23:9

ମୁଁ ସମାନଙ୍କେୁ ପର୍ବତ ଶିଖରରୁ ଦେଖୁଅଛି। ମୁଁ ସମାନଙ୍କେୁ ଗରି ଶ୍ ରଣେିରୁ ଦେଖୁଅଛି। ସମାନେେ ନିଜ ପାଇଁ ବଞ୍ଚନ୍ତି। ସମାନେେ ନିଜକୁ ଦେଶର ଏକ ଅଂଶ ବୋଲି ବିବଚେନା କରନ୍ତି ନାହିଁ।

ଦିତୀୟ ବିବରଣ 4:7

ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର ଆମ୍ଭମାନଙ୍କ ସ୍ମରଣ ରେ ଯେପରି ସର୍ବଦା ଆମ୍ଭମାନଙ୍କର ନିକଟବର୍ତ୍ତୀ ହକ୍ସ୍ଟଅନ୍ତି। ଅନ୍ୟ ଓ କୌଣସି ଗୋଷ୍ଠୀଯମାନଙ୍କ ପ୍ରତି ଏପରି ପ୍ରଦର୍ଶନ କରନ୍ତି ନାହିଁ।

ଦିତୀୟ ବିବରଣ 4:34

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ମିଶର ରେ ତୁମ୍ଭମାନଙ୍କ ସାକ୍ଷାତ ରେ ଯେ ସକଳ କର୍ମ କରିଅଛନ୍ତି, ସହେିପରି ପରୀକ୍ଷାସିଦ୍ଧ ପ୍ରମାଣଦ୍ବାରା ଓ ଚିହ୍ନଦ୍ବାରା ଓ ଆଶ୍ଚର୍ୟ୍ଯ କର୍ମଦ୍ବାରା, ୟକ୍ସ୍ଟଦ୍ଧଦ୍ବାରା, ପରାକ୍ରାନ୍ତ ହସ୍ତଦ୍ବାରା, ବିସ୍ତାରିତ ବାହକ୍ସ୍ଟଦ୍ବାରା ଓ ଭୟଙ୍କର ଆଶ୍ଚର୍ୟ୍ଯ କର୍ମଦ୍ବାରା ଅନ୍ୟ ଦେଶୀଯ ଲୋକଙ୍କ ମଧ୍ଯରକ୍ସ୍ଟ ଆପଣା ନିମନ୍ତେ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ଆସି ଉପକ୍ରମ କରିଅଛନ୍ତି।

ଦିତୀୟ ଶାମୁୟେଲ 7:23

ତୁମ୍ଭର ଇଶ୍ରାୟେଲୀୟ ଲୋକମାନଙ୍କ ପରି ଆଉ କୌଣସି ଦେଶ ନାହିଁ। ସମାନେେ ଗୋଟିଏ ବିଶଷେ ଲୋକ ଅଟନ୍ତି। ସଦାପ୍ରଭୁ ସମାନଙ୍କେୁ ମିଶରର ଦାସତ୍ବରକ୍ସ୍ଟ ମକ୍ସ୍ଟକ୍ତ କରି ଅଛନ୍ତି, ତାଙ୍କର ଲୋକ କରିବା ପାଇଁ ଏବଂ ସମାନଙ୍କେ ପାଇଁ ମହତ କର୍ମ ଓ ତକ୍ସ୍ଟମ୍ଭ ଦେଶ ପାଇଁ ଆଶ୍ଚର୍ୟ୍ଯ କର୍ମ କରନ୍ତି।

ପ୍ରଥମ ରାଜାବଳୀ 8:53

କାରଣ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କୁ ମିଶରରୁ ବାହାର କରି ଆଣିବା ସମୟରେ ଆପଣା ଦାସ ମାଶାଙ୍କେୁ କହିଥିଲ ଯେ, ଏହି ଲୋକମାନେ ତୁମ୍ଭର ବିଶଷେ ଲୋକ ବୋଲି ତୁମ୍ଭ ଅନ୍ୟ ସମସ୍ତ ଦେଶଠାରୁ ପୃଥକ୍ କରିଛ।

ଗୀତସଂହିତା 147:20

ପରମେଶ୍ବର କୌଣସି ଦେଶ ପାଇଁ କବେେ ଏହିପରି କରି ନାହାଁନ୍ତି। ସେ ତାଙ୍କର ନିଯମସବୁ ଅନ୍ୟ ଲୋକମାନଙ୍କୁ ଶିଖାଇ ନାହାଁନ୍ତି। ସଦାପ୍ରଭୁଙ୍କର ପ୍ରଶଂସା କର।

ମାଥିଉଲିଖିତ ସୁସମାଚାର 1:23

ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 6:17

ସେଥିପାଇଁ ସେ ଲୋକମାନଙ୍କୁ ଛାଡ଼ି ବାହାରି ଆସ ସମାନଙ୍କେଠାରୁ ନିଜକୁ ଅଲଗା କରି ରଖ, ଯାହା ଅରୁଦ୍ଧ, ତାହାକୁ ଛୁଅଁ ନାହିଁ, ତା' ହେଲେ ମୁଁ ତୁମ୍ଭମାନଙ୍କୁ ଗ୍ରହଣ କରିବି। ୟିଶାଇୟ 52 :11

Interlinear

Choose Theme