Home Bibles ଯାତ୍ରା ପୁସ୍ତକ 30:9 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 30:9 · ଓଡ଼ିଆ ବାଇବେଲ

ବିଦେଶୀ ଧୂପ କିମ୍ବା ହାମବେଳି କିମ୍ବା ଶସ୍ଯ ନବୈେଦ୍ଯ ବଦେୀ ଉପରେ ଉତ୍ସର୍ଗ କର ନାହିଁ ଓ ତହିଁ ଉପରେ ପଯେ ନବୈେଦ୍ଯ ଢାଳ ନାହିଁ।

Cross references

ଲେବୀୟ ପୁସ୍ତକ 10:1

ଏହାପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରେତ୍ୟକକ ନିଜ ନିଜ ଅଙ୍ଗାରଧାନୀ ନଇେ ତହିଁରେ ଅଗ୍ନି ଦଇେ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସମାନେେ ପରମେଶ୍ବରଙ୍କ ସମ୍ମୁଖ ରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି ଉତ୍ସର୍ଗ କଲେ।

Interlinear

Choose Theme