Home Bibles ଯାତ୍ରା ପୁସ୍ତକ 28:35 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 28:35 · ଓଡ଼ିଆ ବାଇବେଲ

ହାରୋଣ ସବୋ କରିବା ସମୟରେ ତାହା ପିନ୍ଧିବ। ଯେଉଁଥି ରେ ସେ ଯେତବେେଳେ ସଦାପ୍ରଭୁଙ୍କ ଛାମୁ ରେ ପବିତ୍ର ସ୍ଥାନ ରେ ପ୍ରବେଶ କରିବ ଓ ପ୍ରସ୍ଥାନ କରିବ, ସେତବେେଳେ ଘଣ୍ଟି ଶବ୍ଦ ଶୁଣାୟିବ। ଏହି ପ୍ରକା ରେ ହାରୋଣ ମରିବ ନାହିଁ।

Cross references

ଲେବୀୟ ପୁସ୍ତକ 16:2

ତୁମ୍ଭେ ଆପଣା ଭ୍ରାତା ହାରୋଣଙ୍କୁ କୁହ, ଯେପରି ତାଙ୍କର ମୃତ୍ଯୁ ନ ହୁଏ, ଏଥିପାଇଁ ବିଚ୍ଛଦେ ବସ୍ତ୍ର ଭିତ ରେ ସିନ୍ଦୁକର ଉପରିସ୍ଥ ପାପାଚ୍ଛଦକ ସମ୍ମୁଖ ରେ ପବିତ୍ର ସ୍ଥାନ ରେ ସର୍ବଦା ପ୍ରବେଶ କରିବେ ନାହିଁ। କାରଣ ଆମ୍ଭେ ପାପାଚ୍ଛାଦକ ଉପରେ ମେଘର ଦର୍ଶନ ଦବୋ।

ଏବ୍ରୀ 9:12

ଏହି ସ୍ଥାନଟି ଏହି ଜଗତର ନୁହେଁ। ଖ୍ରୀଷ୍ଟ ମହାପବିତ୍ର ସ୍ଥାନ ରେ ଛଳେି ବା ଗୋବତ୍ସର ରକ୍ତ ନୁହେଁ, ମାତ୍ର ନିଜ ରକ୍ତ ଘନେି ଏକାଥରକେ ପ୍ରବେଶ କଲେ ଓ ସବୁ ଦିନ ପାଇଁ ଆମ୍ଭକୁ ମୁକ୍ତି ଦାନ କଲେ।

Interlinear

Choose Theme