Home Bibles ଯାତ୍ରା ପୁସ୍ତକ 28:3 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 28:3 · ଓଡ଼ିଆ ବାଇବେଲ

ସହେି ନିପୁଣ ଲୋକମାନଙ୍କୁ ପଚାର, ଯେଉଁମାନଙ୍କୁ ମୁଁ ହାରୋଣକୁ ଯାଜକ ରୂପେ ଉତ୍ସର୍ଗୀକୃତ କରିବା ପାଇଁ ବସ୍ତ୍ର ତିଆରି କରିବା ପାଇଁ ଜ୍ଞାନ ପ୍ରଦାନ କଲି।

Cross references

ଯାତ୍ରା ପୁସ୍ତକ 31:3

ମୁଁ ପରମେଶ୍ବରଙ୍କ ଆତ୍ମା ରେ ବତ୍ସଲଲକେୁ ପୂର୍ଣ୍ଣ କଲି। ସମସ୍ତ କରିଗରି କାର୍ୟ୍ଯ କରିବାକୁ ମୁଁ ତାକୁ ସମସ୍ତ ପ୍ରକାର କୌଶଳ ଓ ଜ୍ଞାନ ଦଇେଛି।

ଯାତ୍ରା ପୁସ୍ତକ 31:6

ଅହଲୀଯାବକୁ ସାହାୟ୍ଯ କରିବା ପାଇଁ ମୁଁ ତାକୁ ବାଛିଅଛି। ସେ ହେଉଛି ଦାନ ପରିବାରବର୍ଗର ଅହୀଷାମକର ପୁତ୍ର। ଆମ୍ଭେ ତାଙ୍କୁ ଏବଂ ସମସ୍ତ ଜ୍ଞାନମନା ଲୋକମାନଙ୍କୁ ଜ୍ଞାନ ରେ ଭରପୁର କଲୁ। ମୁଁ ସମାନଙ୍କେର ସମସ୍ତଙ୍କୁ କୌଶଳ ପ୍ରଦାନ କରିଅଛିଏବଂ ସମାନେେ ମାେ ପାଇଁ କାର୍ୟ୍ଯ କରିବେ।

ଯାତ୍ରା ପୁସ୍ତକ 35:10

ତୁମ୍ଭମାନଙ୍କ ମଧ୍ଯରୁ ଯେଉଁମାନେ କର୍ମ ରେ ନିପୁଣ ସମାନେେ ସଦାପ୍ରଭୁଙ୍କ ଆଜ୍ଞା ରେ ସବୁକିଛି ନିର୍ମାଣ କର।

ଯାତ୍ରା ପୁସ୍ତକ 35:25

ଦକ୍ଷ ସ୍ତ୍ରୀଲୋକମାନେ ନିଜ ନିଜ ହସ୍ତ ରେ ସୂତା କାଟି ନୀଳ, ଧୂମ୍ର, ସିନ୍ଦୁରବର୍ଣ୍ଣ ଓ ଶୁଭ୍ର କ୍ଷୋମସୂତ୍ର ଆଣିଲେ।

ଯାତ୍ରା ପୁସ୍ତକ 35:30

ଏହାପରେ ମାଶାେ ଇଶ୍ରାୟେଲର ଲୋକମାନଙ୍କୁ କହିଲେ, ଦେଖ, ସଦାପ୍ରଭୁ ବତ୍ସଲଲକେୁ ମନୋନୀତ କଲେ। ୟିଏ ୟିହୂଦା ପରିବାରବର୍ଗର ଅନ୍ତଭୁର୍କ୍ତ ଅଟେ। ବତ୍ସଲଲେ ଊରିର ପୁତ୍ର ଏବଂ ଊରି ଦୂରର ପୁତ୍ର ଅଟେ।

ଯାତ୍ରା ପୁସ୍ତକ 35:35

ସଦାପ୍ରଭୁ ସେ ଦୁହିଁଙ୍କୁ ସ୍ବତନ୍ତ୍ର ଜ୍ଞାନ କୌଶଳ ରେ ପରିପୂର୍ଣ୍ଣ କରିଛନ୍ତି, ସମାନେେ ଯେକୌଣସି କାର୍ୟ୍ଯମାନ କରିପାରିବେ। ସମାନେେ କାଠ କାମ, ପିତ୍ତଳ ନିର୍ମିତ କର୍ମମାନ କରିପାରିବେ। ସମାନେେ ସୁନ୍ଦର କାର୍ୟ୍ଯମାନ ଯଥା: ନୀଳ, ଧୂମ୍ର, ସିନ୍ଦୁର ବର୍ଣ୍ଣ ଓ ଶୁଭ୍ର କ୍ଷୋମ ସୂତ୍ର ରେ ସୂଚୀ କର୍ମ ରେ ଓ ତନ୍ତି କର୍ମମାନ କରିବା ନିମନ୍ତେ ୟାବତୀଯ କର୍ମ ରେ ସମାନଙ୍କେୁ ନିପୁଣ କରିଛନ୍ତି।

ଯାତ୍ରା ପୁସ୍ତକ 36:1

ତେଣୁ ବତ୍ସଲଲେ, ଅହଲୀଯାବ ଏବଂ ପ୍ରେତ୍ୟକକ କୁଶଳୀ ଲୋକମାନେ ଯେଉଁମାନଙ୍କୁ ସଦାପ୍ରଭୁ ଏହି ପବିତ୍ର ସ୍ଥାନ ସମ୍ବନ୍ଧୀଯ କାର୍ୟ୍ଯ କରିବାର କୌଶଳ ଓ ଜ୍ଞାନ ପ୍ରଦାନ କରିଛନ୍ତି, ସମାନଙ୍କେୁ ପବିତ୍ର ସ୍ଥାନ ସମ୍ବନ୍ଧୀଯ ସମସ୍ତ କାର୍ୟ୍ଯ କରିବାକୁ ଦିଅ। ଠିକ୍ ଯେପରି ସଦାପ୍ରଭୁ ଆଜ୍ଞା ଦଇେଥିଲେ।

ଯାତ୍ରା ପୁସ୍ତକ 36:2

ତା'ପରେ ମାଶାେ ବତ୍ସଲଲେ ଏବଂ ଅହଲୀଯାବ ପ୍ରେତ୍ୟକକ ନିପୂଣ ଲୋକମାନଙ୍କୁ ଡାକିଲେ। ଯେଉଁମାନଙ୍କୁ ସଦାପ୍ରଭୁ କାର୍ୟ୍ଯ କରିବାକୁ କୌଶଳ ଓ ଅତିଶଯ ଦକ୍ଷତା ଦଇେଛନ୍ତି।

ଦିତୀୟ ବିବରଣ 34:9

ସେ ମଲା ପୂର୍ବରକ୍ସ୍ଟ ମାଶାେ ଯିହାଶୂେୟଙ୍କର ମସ୍ତକରେ ହାତ ରଖିଲେ ଏବଂ ତାଙ୍କୁ ନୂଆ ପ୍ରତିନିଧି ରୂପେ ନିୟକ୍ସ୍ଟକ୍ତି କଲେ। ଏବଂ ସେ ତାଙ୍କୁ ନୂତନ ନେତାରୂପେ ନିୟକ୍ସ୍ଟକ୍ତି କଲେ। ଏହାପରେ ନୂନର ପକ୍ସ୍ଟତ୍ର ୟିହୋଶୂଯ ଜ୍ଞାନ ଦାୟକ ଆତ୍ମା ରେ ପରିପୂର୍ଣ୍ଣ ଦେଲେ। ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ଅନକ୍ସ୍ଟସା ରେ ଯିହାଶୂେୟଙ୍କ କଥା ଶୁଣିଲେ, ଯେପରି ସମାନେେ ମାଶାଙ୍କେ କଥା ଶକ୍ସ୍ଟଣିଥିଲେ ଓ ସହେି ଅନକ୍ସ୍ଟସା ରେ କାର୍ୟ୍ଯ କରୁଥିଲେ।

ହିତୋପଦେଶ 2:6

ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।

ଯିଶାଇୟ 11:2

ସହେି ପିଲାମଧିଅରେ ସଦାପ୍ରଭୁଙ୍କର ଆତ୍ମା ସ୍ଥାନ ପାଇବ। ସହେି ଆତ୍ମା ଜ୍ଞାନ, ବିବଚେନା ମନ୍ତ୍ରଣା ଓ ପରାକ୍ରମ ପ୍ରଦାନ କରିବ। ଆଉ ମଧ୍ଯ ସହେି ଆତ୍ମା ସଦାପ୍ରଭୁଙ୍କୁ ଜାଣିବାକୁ ଓ ଅନୁସରଣ କରିବାକୁ ପିଲାକୁ ସାହାୟ୍ଯ କରିବେ।

ଯିଶାଇୟ 28:24

କୃଷକ କ'ଣ ବୀଜ ବପନ ପାଇଁ ସର୍ବଦା ଜମିକୁ କର୍ଷଣ କରେ ? ସେ କ'ଣ ସର୍ବଦା ଭୂମିକୁ ଶିଆର କରି ଟକୋ ଭାଙ୍ଗେ ?

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:7

ପ୍ରେତ୍ୟକକ ଲୋକଠା ରେ ଆତ୍ମାର ବିଶଷେ ଗୁଣ ଗୁଡ଼ିକ ଦେଖିବାକୁ ମିଳେ।

ଏଫିସୀୟଙ୍କ ପ୍ରତି ପତ୍ର 1:17

ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ବରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସହେି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ବର ବିଷୟକ ସମସ୍ତ ତଥ୍ଯକୁ ସ୍ପଷ୍ଟ କରିଦବେ, ଯାହା ଫଳ ରେ ତୁମ୍ଭମାନେେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।

ଯାକୁବଙ୍କ ପତ୍ 1:17

ପ୍ରେତ୍ୟକକ ଉତ୍ତମ ବିଷୟ ଓ ସିଦ୍ଧ ଦାନ ପରମେଶ୍ବରଙ୍କଠାରୁ ଆସିଥାଏ। ଯେଉଁ ପରମପିତା ଆକାଶସ୍ଥ ସମସ୍ତ ଜ୍ଯୋତିର୍ଗଣ ସୂର୍ୟ୍ଯ, ଚନ୍ଦ୍ର, ତାରାଙ୍କୁ ନିର୍ମାଣ କରିଛନ୍ତି, ତାହାଙ୍କଠାରୁ ଏହି ସମସ୍ତ ଉତ୍ତମ ଦାନ ଆ ସେ। ପରମେଶ୍ବର ପରିବର୍ତ୍ତନ ହୁଅନ୍ତି ନାହିଁ, ସେ ସର୍ବଦା ସମାନ ଅଟନ୍ତି।

Interlinear

Choose Theme