Home Bibles ଯାତ୍ରା ପୁସ୍ତକ 28:23 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 28:23 · ଓଡ଼ିଆ ବାଇବେଲ

ବୁକୁପଟା ଉପରେ ସ୍ବର୍ଣ୍ଣର ଦୁଇ କଡା ରହିବ। ବୁକୁପଟାର ଦୁଇ ପ୍ରାନ୍ତ ରେ ସହେି ଦୁଇ କଡା ଲଗାଇବ।

Cross references

ଯାତ୍ରା ପୁସ୍ତକ 25:11

ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣ ରେ ତାହା ମଡାଇବ। ତା'ର ଭିତର ପଟ ଓ ବାହାର ପଟେ ରେ ମଧ୍ଯ ମଡାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗ ରେ ସୁବର୍ଣ୍ଣର କନ୍ଥ କରିବ।

Interlinear

Choose Theme