Home Bibles ☰ Books ଯାତ୍ରା ପୁସ୍ତକ 28:10 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 28:10 · ଓଡ଼ିଆ ବାଇବେଲ

ଛଅଟି ନାମ ଏକ ମଣି ଉପରେ ଓ ଅବଶିଷ୍ଟ ଛଅଟି ନାମ ମଣି ଉପରେ ରହିବ। ଏହିସବୁ ନାମଗୁଡିକ ସମାନଙ୍କେର ଜନ୍ମ ଅନୁସାରେ ତାଲିକାଭୁକ୍ତ କରାୟିବା ଉଚିତ୍।

Cross references

ଆଦି ପୁସ୍ତକ 43:33

ଯୋଷଫେର ଭାଇମାନେ ଯୋଷଫେର ଆଗ ଟବେୁଲ ରେ ଖାଇ ବସିଲେ। ତା'ର ଭାଇମାନେ ବଡ଼ରୁ ସାନ କ୍ରମ ରେ ବସିଥିଲେ। ସମସ୍ତେ ସମସ୍ତଙ୍କୁ ଚାହୁଁଥାନ୍ତି। କ'ଣ ସବୁ ଘଟୁଛି ସମାନେେ ଆଶ୍ଚର୍ୟ୍ଯ ହେଉଥାନ୍ତି।

ଯାତ୍ରା ପୁସ୍ତକ 1:1

ଯାକୁବ ତାଙ୍କର ପୁତ୍ରମାନଙ୍କ ସହିତ ମିଶରକୁ ୟାତ୍ରା କଲେ। ପ୍ରେତ୍ୟକକ ପୁତ୍ର ସମାନଙ୍କେର ପରିବାର ସହିତ ଗଲେ। ଇଶ୍ରାୟେଲଙ୍କର ପୁତ୍ରମାନେ ହେଲ:

Interlinear

Choose Theme