ଯାତ୍ରା ପୁସ୍ତକ 27:14 · ଓଡ଼ିଆ ବାଇବେଲ
ପୂର୍ବ ଭାଗ ରେ ପ୍ରବେଶ ପଥରେ ପନ୍ଦର ହାତ ପରଦା ଓ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ହବେ।
Cross references
ଯାତ୍ରା ପୁସ୍ତକ 26:36
ପବିତ୍ର ତମ୍ବୁର ଦ୍ବାର ନିମନ୍ତେ ଏକ ନୀଳ ପରଦା ପ୍ରସ୍ତୁତ କର। ଏହା ଧୁମ୍ର ଓ ସିନ୍ଦୁର ବର୍ଣ୍ଣ ଶୁଭ୍ର କ୍ଷୋମ ସୂତା ରେ ବୁଣାୟିବା ଉଚିତ୍।
ଯାତ୍ରା ପୁସ୍ତକ 27:9
ପବିତ୍ର ତମ୍ବୁ ପାଇଁ ଏକ ପ୍ରାଙ୍ଗଣ ତିଆରି କର। ସହେି ପ୍ରାଙ୍ଗଣର ଦକ୍ଷିଣ ଦିଗ ରେ ବଳା ଶୁଭ୍ର କ୍ଷୋମ ସୂତା ନିର୍ମିତ ପରଦା ରହିବା ଉଚିତ୍। ଏହାର ଲମ୍ବ ଏକ ଶହ ହାତ ହବୋ ଉଚିତ୍।
ଯାତ୍ରା ପୁସ୍ତକ 38:14
ଦ୍ବାରର ଏକ ପାଶର୍ବ ନିମନ୍ତେ ପନ୍ଦର ହାତ ଲମ୍ବର ପରଦା ଓ ତହିଁରେ ତିନି ସ୍ତମ୍ଭ ଓ ତିନି ଚୁଙ୍ଗୀ ଥିଲା।