ଯାତ୍ରା ପୁସ୍ତକ 26:4 · ଓଡ଼ିଆ ବାଇବେଲ
ଉଭୟ ପ୍ରକାର ପରଦାଗୁଡିକର ଧଡି ଝାଲରେି କାର୍ୟ୍ଯ ପାଇଁ ନୀଳ ବସ୍ତ୍ର ବ୍ଯବହାର କର।
Cross references
ଯାତ୍ରା ପୁସ୍ତକ 26:5
ପ୍ରଥମ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ୟୋଡ ସ୍ଥାନର ଦ୍ବିତୀୟ କପଡା ଧଡ଼ି ରେ ପଚାଶ ଘୁଣ୍ଡିଘରା କରିବ। ସହେି ଦୁଇ ଘୁଣ୍ଡିଘରା ଶ୍ ରଣେୀ ପରସ୍ପର ସମ୍ମୁଖୀନ ରହିବ।
ଯାତ୍ରା ପୁସ୍ତକ 26:10
ୟୋଡ ସ୍ଥାନ ରେ ପ୍ରଥମ ଅନ୍ୟ କପଡା ଧଡି ରେ ପଚାଶ ଘୁଣ୍ଡିଘରା କରିବ। ଦ୍ବିତୀୟ କପଡା ବିଭାଗର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କରିବ।
ଯାତ୍ରା ପୁସ୍ତକ 36:11
ସମାନେେ ୟୋଡ ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ନୀଳ ସୂତ୍ରର ଘୁଣ୍ଡିଘରା କଲେ। ୟୋଡ ସ୍ଥାନର ଦ୍ବିତୀୟ ଅନ୍ୟ ୟବନିକାର ଧଡି ରେ ଏକାପରି କାର୍ୟ୍ଯମାନ କଲେ।
ଯାତ୍ରା ପୁସ୍ତକ 36:17
ୟୋଡା ସ୍ଥାନ ରେ ପ୍ରଥମ ଅନ୍ତ୍ଯ ୟବନିକାର ଧଡି ରେ ପଚାଶ ଘୁଣ୍ଡିଘରା କଲେ ଓ ଦ୍ବିତୀୟ ୟବନିକାର ୟୋଡ ସ୍ଥାନ ରେ ଧଡି ରେ ପଚାଶ ଘୁଣ୍ଡିଘରା କଲେ।