Home Bibles ଯାତ୍ରା ପୁସ୍ତକ 25:36 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:36 · ଓଡ଼ିଆ ବାଇବେଲ

ସେ ଦୀପଶାଖାଟି ସଂପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣ ରେ ନିର୍ମିତ ହବେ। ଏହି ସମସ୍ତ ସୁବର୍ଣ୍ଣ କାର୍ୟ୍ଯ ପିଟା ସୁବର୍ଣ୍ଣ ରେ ହବେ। ଏବଂ ଏହା ୟୋଡାୟାଇ ଗୋଟିଏ ଖଣ୍ଡ କରା ହବେ।

Cross references

ଯାତ୍ରା ପୁସ୍ତକ 25:18

ଏହାପରେ ତୁମ୍ଭମାନେେ ପିଟା ସୁବର୍ଣ୍ଣରୁ ଦୁଇଟି କିରୁବ ଦୂତ କରିବ। ଏବଂ ସଗେୁଡିକୁ ସହେି ପାପାଚ୍ଛାଦନର ଦୁଇ ମୁଣ୍ଡ ରେ ଦବେ।

ଗଣନା ପୁସ୍ତକ 8:4

ସହେିସବୁ ଦୀପରୂଖା ଆଧାର ଓ ତା'ର ଉପରର ଫୁଲଗୁଡିକ ପିଟା ସୁବର୍ଣ୍ଣ ରେ ନିର୍ମିତ ହାଇେଥିଲା। ସଦାପ୍ରଭୁ ମାଶାଙ୍କେୁ ନିର୍ବ୍ଦେଶ ମୁତାବକ ମାଶାେ ଦୀପରୂଖା ନିର୍ମାଣ କଲେ।

ପ୍ରଥମ ରାଜାବଳୀ 10:16

ସେ ମଧ୍ଯ ପିଟା ସୁନା ରେ 200 ବଡ ଢାଲ ପ୍ରସ୍ତୁତ କଲେ। ପ୍ରତି ଢାଲ ରେ 600 ଶକେଲ ସୁନା ଲାଗିଲା।

ଦିତୀୟ ବଂଶାବଳୀ 9:15

ଶ ଲୋମନ ପିଟା ସୁନାରୁ 200 ବୃହତ୍ ଢ଼ାଲ ନିର୍ମାଣ କଲେ। ପ୍ରେତ୍ୟକକଟି ଢ଼ାଲ ନିମନ୍ତେ 600 ଶକେଲ ପିଟା ସୁନା ବ୍ଯବହୃତ ହାଇେଥିଲା।

Interlinear

Choose Theme