Home Bibles ☰ Books ଯାତ୍ରା ପୁସ୍ତକ 25:24 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 25:24 · ଓଡ଼ିଆ ବାଇବେଲ

ଏହି ମଜେକୁ ଖାଣ୍ଟି ସୁବର୍ଣ୍ଣ ରେ ଆଚ୍ଛାଦନ କର ଏବଂ ତା'ର ଚତୁର୍ଦ୍ଦିଗ ରେ ଏକ ସୁବର୍ଣ୍ଣର ଛାଞ୍ଚ ଦିଅ।

Cross references

ଯାତ୍ରା ପୁସ୍ତକ 25:11

ତହୁଁ ତୁମ୍ଭେ ନିର୍ମଳ ସୁବର୍ଣ୍ଣ ରେ ତାହା ମଡାଇବ। ତା'ର ଭିତର ପଟ ଓ ବାହାର ପଟେ ରେ ମଧ୍ଯ ମଡାଇବ। ଏବଂ ତା'ଉପରେ ଚତୁର୍ଦ୍ଦିଗ ରେ ସୁବର୍ଣ୍ଣର କନ୍ଥ କରିବ।

ଯାତ୍ରା ପୁସ୍ତକ 30:3

ଏହି ବଦେୀର ଉପର ଏବଂ ଚତୁଃପାଶର୍‌ବକୁ ନିର୍ମଳ ସୁନା ରେ ଆଚ୍ଛାଦନ କର ଏବଂ ଚାରିଆଡେ ସୁନା କାନ୍ଥ ଦବେ।

ପ୍ରଥମ ରାଜାବଳୀ 6:20

ଏହି ଗର୍ଭାଗାରଟି କୋଡିଏ ହାତ ଦୀର୍ଘ, କୋଡିଏ ହାତ ଚଉଡା ଓ କୋଡିଏ ହାତ ଉଚ୍ଚ ଥିଲା।

Interlinear

Choose Theme