ଯାତ୍ରା ପୁସ୍ତକ 23:5 · ଓଡ଼ିଆ ବାଇବେଲ
ତୁମ୍ଭେ ଆପଣା ଶତୃର ଗଧକୁ ଭାରତଳେ ପଡିଥିବାର ଦେଖିବ, ତାକୁ ଛାଡି ୟିବାରୁ ନିବୃତ୍ତ ହୁଅ। ତୁମ୍ଭେ ଅବଶ୍ଯ ତା' ସଙ୍ଗ ରେ ତାକୁ ମୁକ୍ତ କରିବ।
Cross references
ଦିତୀୟ ବିବରଣ 22:4
ଯଦି ତୁମ୍ଭର ପଡ଼ୋଶୀମାନଙ୍କର ଗଧ ଅବା ଗାଈ ବାଟରେ ପଡି ୟିବାର ଦେଖିବ ତୁମ୍ଭେ ସମାନଙ୍କେୁ ଉଠାଇ ଦବେ କିଅବା ଉଠାଇବା ରେ ସାହାୟ୍ଯ କରିବ।