ଯବେେ ତୁମ୍ଭେ ଆପଣା ପଡ଼ୋଶୀର ବସ୍ତ୍ର ବନ୍ଧକ ରଖିବ ତବେେ ତାହା ସୂର୍ୟ୍ଯାସ୍ତ ପୂର୍ବରୁ ଫରୋଇ ଦବେ।
Cross references
କହେି ଚକି ବା ଚକିର ଉପର ପଟ ବନ୍ଧକ ରଖିବ ନାହିଁ, କାରଣ ତାହା କଲେ ମନକ୍ସ୍ଟଷ୍ଯର ପ୍ରାଣ ବନ୍ଧକ ରଖିବା ସହିତ ସମାନ।
ତୁମ୍ଭେ ଆପଣା ପ୍ରତିବେଶୀକି କୌଣସି ପ୍ରକା ରେ ଋଣ ଦେଲେ ତାହାର ବନ୍ଧକ ଦ୍ରବ୍ଯ ଆଣିବା ପାଇଁ ତୁମ୍ଭେ ତାହା ଘର ଭିତରକକ୍ସ୍ଟ ୟିବନାହିଁ।
ତୁମ୍ଭେ ବିଦେଶୀର କି ପିତୃମାତୃହୀନ ବିଗ୍ଭର ରେ ଅନ୍ଯାଯ କରିବ ନାହିଁ। କିଅବା ବିଧବାର ବସ୍ତ୍ର ବନ୍ଧକ ରଖିବ ନାହିଁ।
ହାଇପୋ ରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦଇେଥିଲ ଏବଂ ତାକୁ ବାଧ୍ଯ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦବୋକୁ ପ୍ରମାଣ ସ୍ବରୂପ ଯାହା ଫଳ ରେ ସେ ତୁମ୍ଭକୁ ଫରେସ୍ତ କରିବ। ହାଇପୋ ରେ ତୁମ୍ଭ ଗରୀବ ଲୋକଟିର କପଡ଼ା ମଧ୍ଯ ନଇେଛ ବନ୍ଧକ ସ୍ବରୂପ କରଜ ଦଇେ। ହାଇପୋ ରେ ତୁମ୍ଭେ ଏହା ବିନାକାରଣ ରେ କରିଅଛ।
ସମାନେେ ଅନାଥମାନଙ୍କ ଗଧକୁ ଚୋରାଇ ନିଅନ୍ତି। କହେି ବିଧବାର ଗାଈ ନଇେ ବନ୍ଧକ ରୂପେ ରଖନ୍ତି ଯେ ପର୍ୟ୍ଯନ୍ତ ସେ ତା'ର ପ୍ରାପ୍ଯ ପରିଶାଧେ ନ କରିଛି।
ଦୁଷ୍ଟ ଲୋକେ ମା କୋଳରୁ ସ୍ତନ୍ଯପାନ କରୁଥିବା ସନ୍ତାନକୁ ଛଡ଼ାଇ ନିଅନ୍ତି। ସମାନେେ ଗରିବ ଲୋକର ପିଲାକୁ କରଜର ବନ୍ଧକ ସ୍ବରୂପ ରଖନ୍ତି।
ସହେି ଦୁଷ୍ଟ ଲୋକେ ଗରିବଙ୍କୁ ଆଘାତ କରନ୍ତି। ଫଳ ରେ ସହେି ଗରିବମାନେ ପରମେଶ୍ବରଙ୍କ ସାହାୟ୍ଯ ପାଇଁ ଚିତ୍କାର କରନ୍ତି। ଏବଂ ପରମେଶ୍ବର ମଧ୍ଯ ସମାନଙ୍କେ ଡ଼ାକକୁ ଶୁଣନ୍ତି।
ହେ ସଦାପ୍ରଭୁ, ନିଶ୍ଚଯ ତୁମ୍ଭେ ସହେି ନଷ୍ଠୁର ଲୋକମାନଙ୍କ କାର୍ୟ୍ଯ ଦେଖୁଅଛ। ଥରେ ସହେି ମନ୍ଦକାର୍ୟ୍ଯକୁ ଚାହଁ, ଓ କିଛି କର। ଯେଉଁମାନେ ବିପଦରେ ପଡ଼ନ୍ତି, ନିଶ୍ଚଯ ତୁମ୍ଭ ନିକଟକୁ ସାହାୟ୍ଯ ପାଇଁ ଆସନ୍ତି। ହେ ସଦାପ୍ରଭୁ ତୁମ୍ଭେ ହେଉଛ ଏକମାତ୍ର, ୟିଏକି ସହେି ପିତୃହୀନ ମାନଙ୍କୁ ସାହାୟ୍ଯ କରିପାର।
ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।
ଅପରିଚିତ ଲୋକ ପାଇଁ ଯେ ଲଗାହୁଏ, ତାହାର ବସ୍ତ୍ର ନିଅ। ପୁଣି ଯେ କହେି ବିଦେଶୀ ଲୋକଙ୍କ ନିମନ୍ତେ ଜାମିନ ହୁଏ ତାହାକୁ ବନ୍ଧକ ରଖ।
ଯଦି ତୁମ୍ଭେ ତାହ ଋଣ ନ ଦଇେ ପାରିବ, ତବେେ ତୁମ୍ଭେ ତୁମ୍ଭର ସମସ୍ତ ହରାଇବ। କାହିଁକି ତୁମ୍ଭେ ତୁମ୍ଭର ଶୟ୍ଯା ହରାଇବ ?
ସେ କାହାରି ପ୍ରତି ଅନ୍ଯାଯ କରି ନାହିଁ। ଆଉ ସେ ଋଣଗ୍ରହୀତାକୁ ତା'ର ବନ୍ଧକ ଫରୋଇ ଦଇେଛି। ସେ ତାହାର କିଛି ଚୋରି କରି ନାହିଁ। ସେ ଆପଣାର ଭକ୍ଷ୍ଯ ଦ୍ରବ୍ଯକୁ କ୍ଷୁଧାର୍ତ୍ତକୁ ଦଇେଅଛି ଓ ଉଲଗ୍ନ ଲୋକକୁ ବସ୍ତ୍ର ଦଇେଅଛି।
ସେ ଲୋକଙ୍କ ପ୍ରତି ଅନ୍ଯାଯ ଆଚରଣ କରେ ନାହିଁ, କୌଣସି ବନ୍ଧକ ଦ୍ରବ୍ଯ ଗ୍ରହଣ କରେ ନାହିଁ, ଚୋରି କରେ ନାହିଁ କିନ୍ତୁ କ୍ଷୁଧାର୍ତ୍ତକୁ ନିଜର ଖାଦ୍ୟ ପ୍ରଦାନ କରେ ଓ ଉଲଗ୍ନକୁ ବସ୍ତ୍ର ଦିଏ।
ସହେି ଦୁଷ୍ଟଲୋକ ଯବେେ ବନ୍ଧନ ଦ୍ରବ୍ଯ ଫରୋଇ ଦିଏ, ସେ ଯାହା ଅପହରଣ କରିଥିଲା, ଯଦି ସେ ସମସ୍ତ ଜିନିଷଗୁଡ଼ିକ ପାଇଁ ପରିଶାଧେ କରେ, ଯେ ସେ ପାଦ୍ରୀ, କୌଣସି ପାପ ନ କରି ଜୀବନଦାୟକ ବିଧି ପଥରେ ଚାଲେ, ତବେେ ସେ ନିଶ୍ଚଯ ବଞ୍ଚିବ ସେ ମରିବ ନାହିଁ।
ସମାନେେ ଦରିଦ୍ର ଲୋକମାନଙ୍କର ବସ୍ତ୍ର ନିଅନ୍ତି ଏବଂ ସହେି ବସ୍ତ୍ର ଉପ ରେ ବସି ୟଜ୍ଞବଦେୀ ନିକଟରେ ପୂଜା କରନ୍ତି। ସମାନେେ ଦରିଦ୍ର ଲୋକମାନଙ୍କୁ ଅର୍ଥ ଋଣ ଆକାର ରେ ଧାର ଦିଅନ୍ତି ଏବଂ ଆନୁଷଙ୍ଗିକ ପରି ସମାନେେ ବସ୍ତ୍ରଗୁଡିକ ନଇୟୋଆନ୍ତି। ସମାନେେ ସହେି ଦରିଦ୍ରମାନଙ୍କ ଉପ ରେ ଅର୍ଥ ଦଣ୍ତ କରନ୍ତି ଏବଂ ସହେି ଅର୍ଥ ରେ ଦ୍ରାକ୍ଷାରସ କିଣି ସମାନଙ୍କେର ପରମେଶ୍ବରଙ୍କ ମନ୍ଦିର ରେ ସବେନ କରନ୍ତି।