Home Bibles ଯାତ୍ରା ପୁସ୍ତକ 22:19 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 22:19 · ଓଡ଼ିଆ ବାଇବେଲ

କୌଣସି ଲୋକକୁ ପଶୁ ସହିତ ୟୌନ ସଂପର୍କ ରଖିବାକୁ ଦବେ ନାହିଁ। ଯଦି ଏପରି କହେି କରେ, ତବେେ ତାକୁ ମୃତ୍ଯୁ ଦଣ୍ଡ ଦବେ।

Cross references

ଯାତ୍ରା ପୁସ୍ତକ 20:3

ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

ଯାତ୍ରା ପୁସ୍ତକ 34:15

ସାବଧାନ, ତୁମ୍ଭେ ଯେଉଁ ଦେଶ ରେ ବାସ କରିବ ସମାନଙ୍କେ ସହିତ କୌଣସି ଚୁକ୍ତି କରିବ ନାହିଁ। ଯଦି ତୁମ୍ଭେ ଏପରି କର,, ତବେେ ତୁମ୍ଭମାନେେ ସମାନଙ୍କେ ଦବଗେଣମାନଙ୍କର ଅନୁଚର ଦବେ। କିମ୍ବା ସମାନେେ ତୁମ୍ଭମାନଙ୍କୁ ନିମନ୍ତ୍ରଣ କଲେ ତୁମ୍ଭେ ସମାନଙ୍କେ ସହିତ ୟୋଗ ଦବେ। ତୁମ୍ଭେ ସମାନଙ୍କେର ବଳିଦାନ ଭକ୍ଷଣ କରିବ।

ଲେବୀୟ ପୁସ୍ତକ 17:7

ତହିଁରେ ସମାନେେ ଯେଉଁ ଛାଗ ପ୍ରତିମାମାନଙ୍କ ସହିତ ବ୍ଯଭିଚାର କରୁଅଛନ୍ତି, ସମାନଙ୍କେ ଉଦ୍ଦେଶ୍ଯ ରେ ଆଉ ବଳିଦାନ କରିବେ ନାହିଁ। ଏହା ସମାନଙ୍କେର ପୁରୁଷାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବିଧି ହବେ।

ଲେବୀୟ ପୁସ୍ତକ 18:23

ତୁମ୍ଭେ କୌଣସି ପଶୁ ସହିତ ୟୌନ ସଂପର୍କ କରି ନିଜକୁ ଅଶୁଚି କରିବ ନାହିଁ। ଆଉ କୌଣସି ସ୍ତ୍ରୀ କୌଣସି ପ୍ରାଣୀ ସହିତ ଦୈହିକ ସଂପର୍କ ରଖିବ ନାହିଁ। ଏହା ପ୍ରକୃତି ବି ରୋଧ।

ଲେବୀୟ ପୁସ୍ତକ 18:25

ସମାନେେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସହେି ଦେଶ ତାହାର ନାବାସୀମାନଙ୍କୁ ଉଦ୍ଗାର କରୁଅଛି।

ଲେବୀୟ ପୁସ୍ତକ 20:15

ଯଦି କହେି କୌଣସି ପଶୁକୁ ସଙ୍ଗମ କରେ, ତବେେ ସେ ନିଶ୍ଚଯ ହତ ହବେ ଓ ତୁମ୍ଭମାନେେ ମଧ୍ଯ ସହେି ପଶୁକୁ ବଧ କରିବ।

ଗଣନା ପୁସ୍ତକ 25:1

ଅନନ୍ତର ଇଶ୍ରାୟେଲର ଲୋକମାନେ ଶିଟୀମ ରେ ବାସ କଲେ। ସେତବେେଳେ ସମାନେେ ମାୟୋବର କନ୍ଯାମାନଙ୍କ ପ୍ରତି ବ୍ଯଭିଚାର ପାପରେ ମାତି ରହିଲେ।

ଦିତୀୟ ବିବରଣ 13:2

ଆଉ ସହେି ଚିହ୍ନ ଓ ଆଶ୍ଚର୍ୟ୍ଯକର୍ମ ଯଦି ସଫଳ ହକ୍ସ୍ଟଏ, ତୁମ୍ଭେ ସମାନଙ୍କେୁ ଜାଣି ନାହିଁ, ଏପରି ଅନ୍ୟ ଦବଗେଣଙ୍କ ବିଷଯ ରେ କ ହେ, 'ଆସ ଆମ୍ଭମାନେେ ସମାନଙ୍କେର ପଶ୍ଚାଦ୍ଗାମି ହବୋ ଓ ସମାନଙ୍କେ ସବୋ କରିବା।'

ଦିତୀୟ ବିବରଣ 13:16

ଆଉ ତୁମ୍ଭମାନେେ ତହିଁର ଲକ୍ସ୍ଟଟିତ ଦ୍ରବ୍ଯ ସବୁ ନଗର ମଧିଅରେ ସଂଗ୍ରହ କର ଓ ନଇୟୋଅ, ସହେି ନଗରକକ୍ସ୍ଟ ସେଥି ମଧିଅରେ ଥିବା ସମସ୍ତ ସାମଗ୍ରିକକ୍ସ୍ଟ ସଦାପ୍ରଭୁ ଆପଣା ପରମେଶ୍ବରଙ୍କ ଉଦ୍ଦେଶ୍ଯ ରେ ଦଗ୍ଧ କର । ସହେି ସହର ସବୁ ଦିନ ପାଇଁ ଧ୍ବଂସ ହବୋ ଉଚିତ୍। ଆଉ ଏହା ପୂନଃନିର୍ମିତ ହବୋ ଉଚିତ୍ ନକ୍ସ୍ଟ ହେଁ।

ଦିତୀୟ ବିବରଣ 17:2

ଯଦି କେତକେ ପୁରୁଷ ଓ ସ୍ତ୍ରୀ ସଦାପ୍ରଭୁଙ୍କର ନିଯମ ଅବମାନନା କରନ୍ତି ଏବଂ ପାପ କରନ୍ତି ଏବଂ ମାେ ଆଦେଶ ବିରକ୍ସ୍ଟଦ୍ଧ ରେ ୟାଆନ୍ତି, ଯେ କୌଣସି ନଗର ମଧିଅରେ ଯେଉଁଗୁଡିକୁ ସଦାପ୍ରଭୁ ତୁମ୍ଭର ପରମେଶ୍ବର ତୁମ୍ଭମାନଙ୍କୁ ଦଇେଛନ୍ତି ଏବଂ ତାଙ୍କର ନିଯମ ଭଂଗ କରନ୍ତି।

ଦିତୀୟ ବିବରଣ 17:5

ତବେେ ଏପରି ଅପକର୍ମ କରିଥିବା ସହେି ଲୋକଙ୍କକ୍ସ୍ଟ ଦଣ୍ତିତ କରିବ। ତୁମ୍ଭେ ସହେି ଲୋକଟିକକ୍ସ୍ଟ ନଗରଦ୍ବାର ବାହାରକକ୍ସ୍ଟ ଆଣି ପଥର ଫିଙ୍ଗି ତାକକ୍ସ୍ଟ ସମସ୍ତଙ୍କ ଆଗ ରେ ମାରିବା ଉଚିତ୍, ସେ ପୁରୁଷ କିମ୍ବା ସ୍ତ୍ରୀ ହାଇେଥାଉ

ଦିତୀୟ ବିବରଣ 27:21

ଲବେୀୟମାନେ କହିବେ, ' ଯେଉଁ ଲୋକର କୌଣସି ପଶକ୍ସ୍ଟ ସହିତ ୟୌନ ସଐର୍କ ଥାଏ, ସେ ଅଭିଶଲ୍ଗ ହେଉ।'

ଦିତୀୟ ରାଜାବଳୀ 23:20

ଯୋଶିୟଯ ଶମରିଯାର ଉଚ୍ଚସ୍ଥଳୀର ଯାଜକମାନଙ୍କୁ ୟଜ୍ଞବଦେୀ ରେ ବଧ କଲେ ଓ ସେ ଉପରେ ମନୁଷ୍ଯମାନଙ୍କ ଅସ୍ଥି ୟଜ୍ଞବଦେୀ ଉପରେ ଦଗ୍ଧ କଲେ। ଏହି ରୂପେ ସେ ସମସ୍ତ ପୂଜା ସ୍ଥାନକୁ ଅଶୁଚି କରି ୟିରୁଶାଲମକୁ ଫରେିଗଲେ।

ଦିତୀୟ ବଂଶାବଳୀ 15:13

ଯେଉଁ ବ୍ଯକ୍ତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବରଙ୍କର ଉପାସନା କରିବାକୁ ମନା କଲା, ସେ ମୃତ୍ଯୁଦଣ୍ଡ ଭୋଗ କରୁଥିଲା। ସହେି ବ୍ଯକ୍ତି ଜଣେ ବିଖ୍ଯାତ ବ୍ଯକ୍ତି ହେଉ କି ନ ହେଉ, କିଅବା ସହେି ବ୍ଯକ୍ତି ଜଣେ ପୁରୁଷ ହେଉ ଅବା ନାରୀ ହେଉ, ସେଥି ରେ କିଛି ଫରକ ପଡ଼ୁ ନ ଥିଲା।

Interlinear

Choose Theme