ଯାତ୍ରା ପୁସ୍ତକ 21:25 · ଓଡ଼ିଆ ବାଇବେଲ
ବାହୁ ପରିଶାଧେ ରେ ବାହୁ, କ୍ଷତ ପରିଶାଧେ ରେ କ୍ଷତ, ଦାଗ ପରିଶାଧେ ରେ ଦାଗ ଦଣ୍ଡ ଦିଆୟିବ।
Cross references
ଲେବୀୟ ପୁସ୍ତକ 24:19
ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।
ଦିତୀୟ ବିବରଣ 19:21
ସହେି ଲୋକମାନଙ୍କୁ ଦଣ୍ତଦବୋ ସମୟରେ ତୁମ୍ଭମାନେେ ଦିଃଖ କରିବା ଉଚିତ୍ ନକ୍ସ୍ଟହଁ। ଯଦି କହେି ଜଣେ ଅନ୍ୟ ଜୀବନ ନଇେ ଥାଏ ତବେେ ତାକକ୍ସ୍ଟ ତାହାର ଜୀବନ ଦବୋ ଉଚିତ୍। ନିଯମ ଏପରି ହବେ, ଆଖି ପାଇଁ ଆଖି ଦବୋକକ୍ସ୍ଟ ପଡିବ, ଦାନ୍ତ ପାଇଁ ଦାନ୍ତ ଦବୋକକ୍ସ୍ଟ ପଡିବ, ହାତ ବଦଳ ରେ ହାତ ଓ ଗୋଡ ବଦଳ ରେ ଗୋଡ ଦବୋକକ୍ସ୍ଟ ପଡିବ।