Home Bibles ଯାତ୍ରା ପୁସ୍ତକ 21:23 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 21:23 · ଓଡ଼ିଆ ବାଇବେଲ

ଯଦି ଜଣେ ବ୍ଯକ୍ତି ଜାରେ ରେ ଆଘାତ ପ୍ରାପ୍ତ ହୁଏ, ତବେେ ଆଘାତକାରୀ ଜୀବନ ବଦଳ ରେ ଜୀବନ ଦବେ।

Cross references

ଲେବୀୟ ପୁସ୍ତକ 24:19

ଯଦି କୌଣସି ବ୍ଯକ୍ତି ନିଜ ପ୍ରତିବେଶୀକୁ ଆଘାତ କରେ, ତବେେ ସମପରିମାଣର ଆଘାତ ସହେି ଲୋକକୁ ଦିଆୟିବ।

ଲେବୀୟ ପୁସ୍ତକ 24:20

କ୍ଷତ ବଦଳ ରେ କ୍ଷତ, ତକ୍ଷୁ ବଦଳ ରେ ଚକ୍ଷୁ, ଦାନ୍ତ ବଦଳ ରେ ଦାନ୍ତ, ମନୁଷ୍ଯ ଶରୀର ରେ ୟିଏ ଯେଉଁପରି ଆଘାତ କରିଅଛି ତାହାପ୍ରତି ସହେି ପ୍ରକାର ଆଘାତ କରାୟିବ।

ଗଣନା ପୁସ୍ତକ 35:31

ଆହୁରି ମୃତ୍ଯୁଦଣ୍ତ ରେ ଦଣ୍ତିତ ନରହତ୍ଯାକାରୀର ପ୍ରାଣ ନିମନ୍ତେ କୌଣସି ପ୍ରାପ୍ଯ ଗ୍ରହଣ କରାୟାଇ ନପା ରେ। ତାକୁ ନିଶ୍ଚିତ ଭାବରେ ହତ୍ଯା କରାୟିବ।

ଦିତୀୟ ବିବରଣ 19:21

ସହେି ଲୋକମାନଙ୍କୁ ଦଣ୍ତଦବୋ ସମୟରେ ତୁମ୍ଭମାନେେ ଦିଃଖ କରିବା ଉଚିତ୍ ନକ୍ସ୍ଟହଁ। ଯଦି କହେି ଜଣେ ଅନ୍ୟ ଜୀବନ ନଇେ ଥାଏ ତବେେ ତାକକ୍ସ୍ଟ ତାହାର ଜୀବନ ଦବୋ ଉଚିତ୍। ନିଯମ ଏପରି ହବେ, ଆଖି ପାଇଁ ଆଖି ଦବୋକକ୍ସ୍ଟ ପଡିବ, ଦାନ୍ତ ପାଇଁ ଦାନ୍ତ ଦବୋକକ୍ସ୍ଟ ପଡିବ, ହାତ ବଦଳ ରେ ହାତ ଓ ଗୋଡ ବଦଳ ରେ ଗୋଡ ଦବୋକକ୍ସ୍ଟ ପଡିବ।

Interlinear

Choose Theme