Home Bibles ଯାତ୍ରା ପୁସ୍ତକ 2:12 · ଓଡ଼ିଆ ବାଇବେଲ
ଯାତ୍ରା ପୁସ୍ତକ 2:12 · ଓଡ଼ିଆ ବାଇବେଲ

ମାଶାେ ଚତୁପାଶର୍‌ବ ରେ କାହାରିକୁ ପାଇଲେ ନାହିଁ। ତେଣୁ ସଠାେରେ ମାଶାେ ସହେି ମିଶରୀଯ ଲୋକଟିକୁ ହତ୍ଯା କଲେ ଓ ସହେି ଲୋକଟିକୁ ସେ ସହେି ବାଲି ରେ ପୋତି ଦେଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 7:24

ମାଶାେ ସଠାେରେ ଜଣେ ମିଶରୀୟ, ଜଣେ ଯିହୂଦୀ ସହିତ ଅନ୍ଯାୟ କରୁଥିବାର ଦେଖିଲେ। ତେଣୁ ସେ ଯିହୂଦୀୟ ଜଣଙ୍କୁ ରକ୍ଷା କରିବାକୁ ଯାଇ ମିଶରୀୟକୁ ଦଣ୍ଡ ଦେଲେ। ସେ ତାହାକୁ ଏପରି ଆଘାତ କଲେ ଯେ, ମିଶରୀୟ ଜଣକ ସହେିଠା ରେ ମରିଗଲା।

Interlinear

Choose Theme